ETV Bharat / sports

‘ଚାମ୍ପିଅନ’ ଧୋନିଙ୍କ ସହ ଫଟୋ ସେୟାର କଲେ ଡାମିଏନ ମାର୍ଟିନ - ଚାମ୍ପିଅନ

ପୁରୁଣା ଫଟୋ ଥିମକୁ ନଜରରେ ରଖି ଧୋନିଙ୍କ ସହ ଥିବା ଫଟୋ ସେୟାର ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଡମିଏନ ମାର୍ଟିନ । ଅଧିକ ପଢ଼ନ୍ତୁ...

Damien Martyn, Damien Martyn shares old pic, Damien Martyn with MS Dhoni, captioning Dhoni as Champion, ଡାମିଏନ ମାର୍ଟିନ, ଚାମ୍ପିଅନ, ପୁରୁଣା ଫଟୋ
‘ଚାମ୍ପିଅନ’ ଧୋନିଙ୍କ ସହ ଫଟୋ ସେୟାର କଲେ ଡାମିଏନ ମାର୍ଟିନ
author img

By

Published : Apr 8, 2020, 12:57 AM IST

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଡାମିଏନ ମାର୍ଟିନ ମଙ୍ଗଳବାର ମହାନ ଖେଳାଳି ଏମଏସ ଧୋନିଙ୍କ ସରହ ଏକ ଫଟୋ ନିଜ ଟ୍ବିଟରରେ ସେୟାର କରିଛନ୍ତି । ଏଥିରେ ମାର୍ଟିନ ଧୋନିଙ୍କ ସହ ଏକ ଚ୍ୟାରିଟି ପାଇଁ ଖେଳିଥିବା କଥା ଉଲ୍ଲେଖ କରିଛନ୍ତି ।

ମାର୍ଟିନ ଟ୍ବିଟ କରି ଲେଖିଛନ୍ତି ଯେ, ‘ପୁରୁଣା ଫଟୋ ଥିମକୁ ନଜରରେ ରଖି ଅତୀତର କିଛି ସ୍ମୃତି । କିଛିବର୍ଷ ପୂର୍ବେ ମହାନ ଖେଳାଳି ଧୋନିଙ୍କ ସହ ଏକାଠି ଗୋଟିଏ ଟିମରେ ଖେଳିବାର ଏ ହେଉଛି

ତାର ପ୍ରତିଛବି । ୟୁକେରେ ଖେଳାଯାଇଥିବା ଚ୍ୟାରିଟି ଖେଳ । ଯେଉଁଥିରେ ସବୁଥର ପରି ଧୋନି ଆମକୁ ବିଜୟ ରେଖା ପାରି କରାଇଥିଲେ ।’ ( Keeping in theme with old photos dug up from the past. This was a highlight a few years ago meeting & playing in the same team as the great man himself Dhoni... Charity game in the UK.. He got us over the line as usual. #champion #MSDhoni #cricket #india #bigbats )

67ଟି ଟେଷ୍ଟ, 208ଟି ଏକଦିବସୀୟ ଓ 4ଟି ଟି-20 ମ୍ୟାଚ ଖେଳିଥିବା ଡାମିଏନ ମାର୍ଟିନ 2006 ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ ।

ସାରା ବିଶ୍ବର ଖେଳାଳି ଏବେ ସୋସିଆଲ ମିଡିଆରେ ପୁରୁଣା ଫଟୋ ସବୁ ସେୟାର କରି ପୁରୁଣା ଦିନ ମନେ ପକାଉଛନ୍ତି । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷର ସମ୍ପୂର୍ଣ୍ଣ ସ୍ପୋର୍ଟ୍ସ କ୍ୟାଲେଣ୍ଡରେ ବିଭ୍ରାଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.