ETV Bharat / sports

CSK vs KXIP: ଟସ ହାରିଲେ ଧୋନି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

author img

By

Published : Oct 4, 2020, 7:34 PM IST

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

CSK vs KXIP
CSK vs KXIP

ଦୁବାଇ: ସୁପର ସଣ୍ଡେରେ ଆଜି ଆଇପିଏଲର ଆଉ ଏକ ଡବଲ ହେର୍ଡର ମ୍ୟାଚ । 2ୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

In other news, #KXIP have won the toss and they will bat first in Match 18 of #Dream11IPL against #CSK.#KXIPvCSK pic.twitter.com/p4ND86zQIc

— IndianPremierLeague (@IPL) October 4, 2020 ">

ଆଜି ମ୍ୟାଚ ପାଇଁ ପଞ୍ଜାବ ଦଳରେ 3ଟି ପରିବର୍ତ୍ତନ ହୋଇଥିବା ବେଳେ ଚେନ୍ନାଇ ସମାନ ଏକାଦଶ ସହ ପଡିଆକୁ ଓହ୍ଲାଉଛି । ତେବେ ଉଭୟ ଦଳ 4ଟି ମ୍ୟାଚ ଖେଳିଥିବା ବେଳେ 3ଟି ମ୍ୟାଚରେ ପରାଜୟ ଓ ଗୋଟିଏ ମ୍ୟାଚରେ ବିଜୟ ପାଇଛନ୍ତି । ଚେନ୍ନାଇ ଦଳ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ଥିବା ବେଳେ ପଞ୍ଜାବ ଦଳ 7ମ ସ୍ଥାନରେ ରହିଛି ।

  • ଚେନ୍ନାଇ ସୁପର କିଙ୍ଗ୍ସ ଚୁଡାନ୍ତ ଏକାଦଶ: ସେନ ୱାଟସନ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସିସ୍, ଏମଏସ ଧୋନି, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ସାମ କୁରାନ, ଶ୍ରାଦ୍ଦୁଲ ଠାକୁର, ପୀୟୁଷ ଚାୱଲା, ଦୀପକ ଚହର ।
  • କିଙ୍ଗସ ଏକାଦଶ ପଞ୍ଜାବ ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ମନଦୀପ ସିଂ, ନିକୋଲାସ ପୁରାନ, ଗ୍ଲେନ ମ୍ୟାକ୍ସୱେଲ, ସରଫରାଜ ଖାନ, କ୍ରିସ ଜୋର୍ଡାନ, ହରପ୍ରୀତ ବ୍ର, ରବି ବିଷ୍ଣୋଇ, ମହମ୍ମଦ ଶାମି, ଶେଲଡନ କଟ୍ରେଲ ।

ଦୁବାଇ: ସୁପର ସଣ୍ଡେରେ ଆଜି ଆଇପିଏଲର ଆଉ ଏକ ଡବଲ ହେର୍ଡର ମ୍ୟାଚ । 2ୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ଆଜି ମ୍ୟାଚ ପାଇଁ ପଞ୍ଜାବ ଦଳରେ 3ଟି ପରିବର୍ତ୍ତନ ହୋଇଥିବା ବେଳେ ଚେନ୍ନାଇ ସମାନ ଏକାଦଶ ସହ ପଡିଆକୁ ଓହ୍ଲାଉଛି । ତେବେ ଉଭୟ ଦଳ 4ଟି ମ୍ୟାଚ ଖେଳିଥିବା ବେଳେ 3ଟି ମ୍ୟାଚରେ ପରାଜୟ ଓ ଗୋଟିଏ ମ୍ୟାଚରେ ବିଜୟ ପାଇଛନ୍ତି । ଚେନ୍ନାଇ ଦଳ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ଥିବା ବେଳେ ପଞ୍ଜାବ ଦଳ 7ମ ସ୍ଥାନରେ ରହିଛି ।

  • ଚେନ୍ନାଇ ସୁପର କିଙ୍ଗ୍ସ ଚୁଡାନ୍ତ ଏକାଦଶ: ସେନ ୱାଟସନ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସିସ୍, ଏମଏସ ଧୋନି, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ସାମ କୁରାନ, ଶ୍ରାଦ୍ଦୁଲ ଠାକୁର, ପୀୟୁଷ ଚାୱଲା, ଦୀପକ ଚହର ।
  • କିଙ୍ଗସ ଏକାଦଶ ପଞ୍ଜାବ ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ମନଦୀପ ସିଂ, ନିକୋଲାସ ପୁରାନ, ଗ୍ଲେନ ମ୍ୟାକ୍ସୱେଲ, ସରଫରାଜ ଖାନ, କ୍ରିସ ଜୋର୍ଡାନ, ହରପ୍ରୀତ ବ୍ର, ରବି ବିଷ୍ଣୋଇ, ମହମ୍ମଦ ଶାମି, ଶେଲଡନ କଟ୍ରେଲ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.