ETV Bharat / sports

CSK vs KKR: ଆଜି ପୁଣି ଥରେ ଟସ ହାରିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ

author img

By

Published : Oct 7, 2020, 7:20 PM IST

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ । ସେପଟେ ଚଳିତ ସିଜିନରେ 2ୟ ଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଥାଲ୍ଲା ଏମଏସ ଧୋନି ।

CSK vs KKR: ଆଜି ପୁଣି ଥରେ ଟସ ହାରିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ
CSK vs KKR: ଆଜି ପୁଣି ଥରେ ଟସ ହାରିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ

ଆବୁଧାବି: ଆଜି ଆଇପିଏଲର 21ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି କୋଲକାତା ନାଇଟ ରାଇଡର୍ସ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ । ସେପଟେ ଚଳିତ ସିଜିନରେ 2ୟ ଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଥାଲ୍ଲା ଏମଏସ ଧୋନି ।

ତେବେ ଆଜି ମ୍ୟାଚରେ ଚେନ୍ନାଇ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୀୟୁଷ ଚାୱାଲାଙ୍କ ସ୍ଥାନରେ କରଣ ଶର୍ମା ଦଳୀୟ ଏକାଦଶରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ସମାନ ଏକାଦଶ ସହ ପଡିଆକୁ ଓହ୍ଲାଉଛି କେକେଆର ।

#KKR have won the toss and they will bat first against #CSK.#Dream11IPL pic.twitter.com/7iDHNesmDv

— IndianPremierLeague (@IPL) October 7, 2020 ">

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡାନ୍ତ ଏକାଦଶ: ଶେନ ୱାଟସନ, ଫାଫ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏମଏସ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ସାମ କୁରାନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କରଣ ଶର୍ମା ।

କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ: ଶୁଭମାନ ଗିଲ, ସୁନୀଲ ନାରିନ, ନିତୀଶ ରାଣା, ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ, ପ୍ୟାଟ କମିନ୍ସ, କମଲେଶ ନାଗାର୍କୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

ଆବୁଧାବି: ଆଜି ଆଇପିଏଲର 21ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି କୋଲକାତା ନାଇଟ ରାଇଡର୍ସ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ । ସେପଟେ ଚଳିତ ସିଜିନରେ 2ୟ ଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଥାଲ୍ଲା ଏମଏସ ଧୋନି ।

ତେବେ ଆଜି ମ୍ୟାଚରେ ଚେନ୍ନାଇ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୀୟୁଷ ଚାୱାଲାଙ୍କ ସ୍ଥାନରେ କରଣ ଶର୍ମା ଦଳୀୟ ଏକାଦଶରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ସମାନ ଏକାଦଶ ସହ ପଡିଆକୁ ଓହ୍ଲାଉଛି କେକେଆର ।

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡାନ୍ତ ଏକାଦଶ: ଶେନ ୱାଟସନ, ଫାଫ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏମଏସ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ସାମ କୁରାନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କରଣ ଶର୍ମା ।

କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ: ଶୁଭମାନ ଗିଲ, ସୁନୀଲ ନାରିନ, ନିତୀଶ ରାଣା, ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ, ପ୍ୟାଟ କମିନ୍ସ, କମଲେଶ ନାଗାର୍କୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.