ETV Bharat / sports

କର୍ଣ୍ଣାଟକରେ ଷ୍ଟାଡିୟମ ଉଦଘାଟନ କଲେ ରୋହିତ - ରୋହିତ ଶର୍ମା ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ

କ୍ରିକେଟର ରୋହିତ ଶର୍ମା କର୍ଣ୍ଣାଟକର ହୁବଲି ଠାରେ ଏକ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି ।

ରୋହିତ ଶର୍ମା
author img

By

Published : Oct 25, 2019, 6:17 PM IST

କର୍ଣ୍ଣାଟକ: କ୍ରିକେଟର ରୋହିତ ଶର୍ମାଙ୍କୁ ଏକ ଷ୍ଟାଡିୟମ ଉଦଘାଟନ କରୁଥିବାର ଦେଖାଯାଇଛି । ରୋହିତ କର୍ଣ୍ଣାଟକର ହୁବଲି ଠାରେ ଏକ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ସେଠାରେ ରୋହିତଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା ।

ଆୟୋଜକଙ୍କ ପକ୍ଷରୁ ରୋହିତଙ୍କୁ ସମ୍ମାନିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା । ରୋହିତ ଆଗାମୀ ବାଂଲେଦେଶ ସିରିଜ ପାଇଁ ଭାରତୀୟ ଟି-20 ଦଳର କ୍ୟାପଟେନ ଚୟନ ହୋଇଛନ୍ତି ।

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ 500ରୁ ଅଧିକ ରନ କରିବା ସହ ପ୍ରଥମ ଟେଷ୍ଟ ଦ୍ବିଶତକ ହାସଲ କରିଥିଲେ ।

Intro:Body:

cricketer Rohit sharma inaugurated interior stadium in Hubli, district of Karnataka

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.