ETV Bharat / sports

ଅଶ୍ବିନ ଆରମ୍ଭ କଲେ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର - Ravichandran Ashwin starts Cricket Academy

ଅଶ୍ବିନ ଓ ଜେନ ନେକ୍ସ ନାମକ ଏକ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଆରମ୍ଭ ହୋଇଛି ଏହି କ୍ରିକେଟ ଏକାଡେମୀ।

ଅଶ୍ବିନ ଆରମ୍ଭ କଲେ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର
author img

By

Published : Nov 6, 2019, 9:03 PM IST

ହାଇଦ୍ରାବାଦ: ଓପୋଜିସନଙ୍କୁ ଆଟାକ ପରେ ଏବେ ଆଟାକ୍‌ର ଟ୍ରେନଂ ଦେବେ ଅଶ୍ବିନ । ଭାରତୀୟ କ୍ରିକେଟ ଦଳର ସିପ୍ନ କିଙ୍ଗ ରବିଚନ୍ଦ୍ରନ ଅଶ୍ବିନ ଆରମ୍ଭ କରିଛନ୍ତି ଏକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର। ଅଶ୍ବିନ ଓ ଜେନ ନେକ୍ସ ନାମକ ଏକ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଆରମ୍ଭ ହୋଇଛି ଏହି କ୍ରିକେଟ ଏକାଡେମୀ। ସଙ୍ଗାରେଡ୍ଡୀରେ ଥିବା ଗାଡିୟ୍ମ ସ୍କୁଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ କେନ୍ଦ୍ର। ବୁଧବାର ଏହାର ଉଦ୍‌ଘାଟନ କରାଯାଇଛି। ଅଶ୍ବିନ ନିଜେ ଏହାର ଶୁଭାରମ୍ଭ କରିଛନ୍ତି। କମ ବୟସରୁ କ୍ରିକେଟ ପ୍ରତି ଆଗ୍ରହ ରଖୁଥିବା ପିଲାଙ୍କୁ ଆମ କେନ୍ଦ୍ର ଉଚ୍ଚମାନର ତାମିଲ ଦେବ ବୋଲି ଉଦଘାଟନୀ ଅବସରେ ଅଶ୍ବିନ କହିଛନ୍ତି।

Intro:Body:

Cricketer Ravichandran Ashwin starts Cricket Academy with the Partnership of GEN NExt at GADIUM SCHOOL, kollur of Sangareddy district. Cricketer Ravichandran Ashwin says that coaching from an early age, excellent infrastructure and innovative techniques will take children to a higher standard. He played cricket with the students for a while 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.