ETV Bharat / sports

ଧାଡିରେ ଠିଆ ହୋଇ ଭୋଟ ଦେଲେ ହରଭଜନ - Harbhajan Singh

ସକାଳ 7ରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟାରେ ସାମଲି ହୋଇଛନ୍ତି ଭାରତୀୟ ଭେଟେରନ ସ୍ପିନର ହରଭଜନ ସିଂ ।  ଜଳନ୍ଧର ବିଧାନସଭା ନିର୍ବାଚନ ମଣ୍ଡଳୀର ନିଜ ଗାଁ ଘରିଆ ଗ୍ରାମରେ ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି ହରଭଜନ ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : May 19, 2019, 9:50 AM IST

ଜଳନ୍ଧର: ଆରମ୍ଭ ହୋଇଯାଇଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 8 ରାଜ୍ୟର 59 ଲୋକସଭା ଆସନ ପାଇଁ ହେଉଛି ମତଦାନ । ସକାଳ 7ରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟାରେ ସାମଲି ହୋଇଛନ୍ତି ଭାରତୀୟ ଭେଟେରନ ସ୍ପିନର ହରଭଜନ ସିଂ ।

ତେବେ ଜଳନ୍ଧର ବିଧାନସଭା ନିର୍ବାଚନ ମଣ୍ଡଳୀର ନିଜ ଗାଁ ଘରିଆ ଗ୍ରାମରେ ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି ହରଭଜନ । ଭୋଟ ଦେବା ପରେ ସେ ଖୁବ ଖୁସିଥିବା କହିଛନ୍ତି । ଏଥିସହିତ ସର୍ବସାଧାରଣଙ୍କୁ ଭୋଟ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ତେବେ ଶେଷ ପର୍ଯ୍ୟାୟରେ 96 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସର୍ବମୋଟ 918 ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହି ପର୍ଯ୍ୟାୟରେ ପାଖାପାଖି 10 କୋଟି ମତଦାତା ମତାଧିକାର ସାବ୍ୟସ୍ତ କରି ନିଜ ନିଜ ନେତାଙ୍କୁ ବାଛିବେ ।

Intro:Body:

sdfs

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.