ETV Bharat / sports

71ବର୍ଷରେ କିମ୍ବଦନ୍ତୀ କ୍ରିକେଟର ଗାଭାସ୍କର, କ୍ରିକେଟ ସମୁଦାୟର ଶୁଭେଚ୍ଛା - ଗାଭାସ୍କରଙ୍କୁ କ୍ରିକେଟ ସମୁଦାୟର ଶୁଭେଚ୍ଛା

କ୍ରିକେଟ କିମ୍ବଦନ୍ତୀ ତଥା 'ଲିଟିଲ ମାଷ୍ଟର' ସୁନୀଲ ଗାଭାସ୍କର 71 ବର୍ଷରେ ପାଦ ଦେଇଛନ୍ତି । କ୍ରୀଡା ସମୁଦାୟ ଗାଭାସ୍କରଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

Cricket fraternity wishes legend Sunil Gavaskar on 71st birthday
71ବର୍ଷରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର, କ୍ରିକେଟ ସମୁଦାୟର ଶୁଭେଚ୍ଛା
author img

By

Published : Jul 10, 2020, 4:57 PM IST

ହାଇଦ୍ରାବାଦ: କ୍ରିକେଟ କିମ୍ବଦନ୍ତୀ ତଥା 'ଲିଟିଲ ମାଷ୍ଟର' ସୁନୀଲ ଗାଭାସ୍କର 71 ବର୍ଷରେ ପାଦ ଦେଇଛନ୍ତି । ଫଳରେ କ୍ରୀଡା ସମୁଦାୟ ଗାଭାସ୍କରଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Cricket fraternity wishes legend Sunil Gavaskar on 71st birthday
71ବର୍ଷରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର, କ୍ରିକେଟ ସମୁଦାୟର ଶୁଭେଚ୍ଛା

କ୍ରିକେଟ ଦୁନିଆର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗାଭାସ୍କର ଅନ୍ୟତମ । ଏକାଧିକ ବିରଳ ରେକର୍ଡ ସହ ବିଶ୍ବକପ ବିଜେତା ଦଳର ସଦସ୍ୟ ମଧ୍ୟ ରହିଛନ୍ତି ।

  • 💥 First batsman to score 10,000 Test runs
    💥 First batsman to score centuries in both innings of a Test thrice
    💥 Held the record for most number of Test tons until 2005
    💥 First India fielder to claim 100 Test catches

    Happy birthday to legendary cricketer Sunil Gavaskar 🎉 pic.twitter.com/eyMqeSf54n

    — ICC (@ICC) July 10, 2020 " class="align-text-top noRightClick twitterSection" data=" ">

କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗାଭାସ୍କରଙ୍କୁ ଆଦର୍ଶ ବୋଲି କହିଛନ୍ତି । "1987ରେ ପ୍ରଥମ ଥର ମୋର ଆଦର୍ଶଙ୍କୁ ଭେଟିଥିଲି, ମାତ୍ର 13 ବର୍ଷ ବୟସରେ, ବିଶ୍ବାସ ହେଉନଥିଲା ତାଙ୍କ ସହ ଭେଟ ହୋଇଛି, 71ତମ ଜନ୍ମଦିନର ଅନେକ ଶୁଭେଚ୍ଛା ସାର୍ । ସୁସ୍ଥ ଓ ନିରାମୟ ଜୀବନର କାମନା ।" ଗାଭାସ୍କରଙ୍କ ଉଦ୍ଦେଶ୍ୟରେ ଏମିତି କିଛି ଟ୍ବିଟ କରିଛନ୍ତି ସଚିନ ।

  • 🔸 World Cup winner 🏆
    🔸 First batsman to score 10,000 Test runs 👏
    🔸 Most number of runs in debut Test series - 7⃣7⃣4⃣ 🙌

    Happy Birthday to the former #TeamIndia captain and batting legend, Sunil Gavaskar! 🎂 pic.twitter.com/CW7ZYLX4aa

    — BCCI (@BCCI) July 10, 2020 " class="align-text-top noRightClick twitterSection" data=" ">
  • Why did I want to be batsman & play for India?
    Answer : Sunil Gavaskar.

    Happy Birthday sir! 🙏🙏🙏

    — Sanjay Manjrekar (@sanjaymanjrekar) July 10, 2020 " class="align-text-top noRightClick twitterSection" data=" ">

ବର୍ତ୍ତମାନର ଟିମ ଇଣ୍ଡିଆ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ, କ୍ରିକେଟର-କମେଣ୍ଟଟର ସଞ୍ଜୟ ମଞ୍ଜ୍ରେକର, ଭେଟରାନ ମଦନ ଲାଲ ସହ ଅନେକ କ୍ରିକେଟର ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ବିସିସିଆଇ ଓ ଆଇସିସି ପକ୍ଷରୁ ମଧ୍ୟ ଭେଟେରାନ ଗାଭାସ୍କରଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.