ହାଇଦ୍ରାବାଦ: କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ହୋଇଛି । କ୍ରିକେଟ ଅଷ୍ଟ୍ରେଲିଆ ଔପଚାରିକ ଭାବେ ଟ୍ବିଟ ଯୋଗେଁ ଏହା ଘୋଷଣା କରିଛି ।
କ୍ରିକେଟ ଅଷ୍ଟ୍ରେଲିଆ ଅଫିସିଆଲ ଘୋଷଣାନାମାରେ କହିଛି, "ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସୂଚିତ କରୁଛୁ । କୋରୋନା ଭାଇରାସ ମହାମାରୀ କାରଣ ପୂର୍ବରୁ ଆଗାମୀ ଗସ୍ତ ସ୍ଥଗିତ କରିବା ବିନା ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।"
-
Today we informed Cricket South Africa that we believe we have no choice but to postpone the forthcoming Qantas Tour of South Africa due to the coronavirus pandemic. Full statement 👇 pic.twitter.com/mYjqNpkYjp
— Cricket Australia (@CricketAus) February 2, 2021 " class="align-text-top noRightClick twitterSection" data="
">Today we informed Cricket South Africa that we believe we have no choice but to postpone the forthcoming Qantas Tour of South Africa due to the coronavirus pandemic. Full statement 👇 pic.twitter.com/mYjqNpkYjp
— Cricket Australia (@CricketAus) February 2, 2021Today we informed Cricket South Africa that we believe we have no choice but to postpone the forthcoming Qantas Tour of South Africa due to the coronavirus pandemic. Full statement 👇 pic.twitter.com/mYjqNpkYjp
— Cricket Australia (@CricketAus) February 2, 2021
ଚଳିତ ମାସରେ ଅଷ୍ଟ୍ରେଲିଆ ଟିମ ପେନଙ୍କ ନେତୃତ୍ବରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ଥିଲା । ମାତ୍ର ଏହି ସମୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି, ସିଏର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିବାହୀ ନିକ ହକଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ