ETV Bharat / sports

ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କଲା କ୍ରିକେଟ ଅଷ୍ଟ୍ରେଲିଆ

author img

By

Published : Feb 2, 2021, 5:17 PM IST

କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ । ଅଧିକ ପଢନ୍ତୁ...

Cricket Australia postpone South Africa tour due to covid-19
ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କଲା କ୍ରିକେଟ ଅଷ୍ଟ୍ରେଲିଆ

ହାଇଦ୍ରାବାଦ: କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ହୋଇଛି । କ୍ରିକେଟ ଅଷ୍ଟ୍ରେଲିଆ ଔପଚାରିକ ଭାବେ ଟ୍ବିଟ ଯୋଗେଁ ଏହା ଘୋଷଣା କରିଛି ।

କ୍ରିକେଟ ଅଷ୍ଟ୍ରେଲିଆ ଅଫିସିଆଲ ଘୋଷଣାନାମାରେ କହିଛି, "ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସୂଚିତ କରୁଛୁ । କୋରୋନା ଭାଇରାସ ମହାମାରୀ କାରଣ ପୂର୍ବରୁ ଆଗାମୀ ଗସ୍ତ ସ୍ଥଗିତ କରିବା ବିନା ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।"

  • Today we informed Cricket South Africa that we believe we have no choice but to postpone the forthcoming Qantas Tour of South Africa due to the coronavirus pandemic. Full statement 👇 pic.twitter.com/mYjqNpkYjp

    — Cricket Australia (@CricketAus) February 2, 2021 " class="align-text-top noRightClick twitterSection" data=" ">

ଚଳିତ ମାସରେ ଅଷ୍ଟ୍ରେଲିଆ ଟିମ ପେନଙ୍କ ନେତୃତ୍ବରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ଥିଲା । ମାତ୍ର ଏହି ସମୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି, ସିଏର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିବାହୀ ନିକ ହକଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.