ETV Bharat / sports

ରୋହିତଙ୍କ ସଫଳତାର ଶ୍ରେୟ ଧୋନି: ଗୌତମ ଗମ୍ଭୀର

author img

By

Published : May 3, 2020, 3:03 PM IST

ଓପନର ରୋହିତ ଶର୍ମାଙ୍କୁ ନେଇ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବଡ ବୟାନ । ରୋହିତଙ୍କ ସଫଳତାର ପଛରେ ଧୋନିଙ୍କ ବଡ ଭୁମିକା ରହିଥିବା କହିଛନ୍ତି ଗମ୍ଭୀର । ସେଥିପାଇଁ ରୋହିତଙ୍କ ସଫଳତାର ଶ୍ରେୟ ସେ ଧୋନିଙ୍କୁ ଦେଇଛନ୍ତି ।

Credit for Rohit Sharma's success goes to MS Dhoni: Goutam Gambhir
ରୋହିତଙ୍କ ସଫଳତାର ଶ୍ରେୟ ଧୋନି: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଓପନର ରୋହିତ ଶର୍ମାଙ୍କୁ ନେଇ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବଡ ବୟାନ । ରୋହିତଙ୍କ ସଫଳତାର ପଛରେ ଧୋନିଙ୍କ ବଡ ଭୁମିକା ରହିଥିବା କହିଛନ୍ତି ଗମ୍ଭୀର । ସେଥିପାଇଁ ରୋହିତଙ୍କ ସଫଳତାର ଶ୍ରେୟ ସେ ଧୋନିଙ୍କୁ ଦେଇଛନ୍ତି ।

2007ରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ମଧ୍ୟକ୍ରମରେ ବ୍ୟାଟିଂର ସୁଯୋଗ ମଧ୍ୟ କମ ମିଳୁଥିଲା । ଫଳରେ ରୋହିତଙ୍କ ପ୍ରଦର୍ଶନରେ ସ୍ଥିରତା ନଥିଲା । ତେବେ ରୋହିତଙ୍କ ବଳିଷ୍ଠ ପ୍ରତିଭାକୁ ପରଖିଥିଲେ ତତ୍କାଳୀନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଧୋନି ରୋହିତଙ୍କୁ 2013ରେ ଓପନିଂ ପାଇଁ ପଠାଇଥିଲେ । ଏହାପରେ ଯାହା ସବୁ ହୋଇଛି ତାହା ଏକ ସୁନ୍ଦର ସଫଳ ଇତିହାସ । ବିଶ୍ବର ଶ୍ରେଷ୍ଠ ଓପନର ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.