ETV Bharat / sports

କୋରୋନା ମୁକାବିଲା: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୱାସିମ ଆକ୍ରମଙ୍କ ସମ୍ମାନ - ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ ନ୍ୟୁଜ

ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ସେବାରେ ନିୟୋଜିତ ରହିଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ ଏନେଇ ଏହି ସମସ୍ତ ରିୟଲ ହିରୋଙ୍କୁ ସମ୍ମାନ ଜଣାଇଛନ୍ତି । ଅଧିକ ପଢନ୍ତୁ...

COVID-19
କୋରୋନା ମୁକାବିଲା: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୱାସିମ ଆକ୍ରମଙ୍କ ସମ୍ମାନ
author img

By

Published : Mar 28, 2020, 1:03 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୁଦ୍ଧରେ ପ୍ରତ୍ୟକ୍ଷ ଲଢେଇ କରୁଥିବା ଡାକ୍ତର ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ଲଗାଇ ସେମାନେ ଦାୟିତ୍ବ ଓ କର୍ତ୍ତବ୍ୟକୁ ଆଗ କରି ସେବାରେ ନିୟୋଜିତ ରହିଛନ୍ତି ।

COVID-19
ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୱାସିମ ଆକ୍ରମଙ୍କ ସାଲ୍ୟୁଟ

ପୂର୍ବତନ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ ଏନେଇ ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ ଯେତେ ପ୍ରଶଂସା କଲେ କମ ହେବ ବୋଲି କରିଛନ୍ତି । ସ୍ବାସ୍ଥ୍ୟସେବାରେ ନିୟୋଜିତ ଏହି ରିୟଲ ହିରୋଙ୍କ ଉଦ୍ଦେଶ୍ୟରେ ଭେଟେରାନ ଆକ୍ରମ ହାତରେ ଏକ ପତାକା ଧରି ପରିବାର ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

ପାକିସ୍ତାନରେ ଏଯାବତ 1300ରୁ ଅଧିକ କୋରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.