ETV Bharat / sports

କୋରୋନା ଯୋଦ୍ଧାଙ୍କୁ ସଚିନଙ୍କ ସାଲ୍ୟୁଟ, ଜଣାଇଲେ ମାତୃ ଦିବସର ଶୁଭେଚ୍ଛା - କୋରୋନା ଯୋଦ୍ଧାଙ୍କ କଥାହେଲେ ସଚିନ

କୋରୋନା ଯୋଦ୍ଧାଙ୍କ ସହ କଥାହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଦେଶର ଏପରି କଠିନ ସମୟରେ ପ୍ରତ୍ୟକ୍ଷ ଭାବେ ଲଢେଇ ଜାରି ରଖିଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଜରୁରୀସେବା ପ୍ରଦାନକାରୀଙ୍କୁ ସାଲ୍ୟୁଟ କରିଛନ୍ତି ସଚିନ । ଏଥିସହିତ ମାତୃ ଦିବସରେ ଦେଶପ୍ରତି ସମସ୍ତଙ୍କ ସେବାକୁ ସଲାମ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

COVID-19: Tendulkar interacts with frontline warrior, wishes them Mother's Day
କୋରୋନା ଯୋଦ୍ଧାଙ୍କୁ ସଚିନଙ୍କ ସାଲ୍ୟୁଟ, ଜଣାଇଲେ ମାତୃ ଦିବସର ଶୁଭେଚ୍ଛା
author img

By

Published : May 10, 2020, 4:11 PM IST

ମୁମ୍ବାଇ: କୋରୋନା ଯୋଦ୍ଧାଙ୍କ ସହ କଥାହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଦେଶର ଏପରି କଠିନ ସମୟରେ ପ୍ରତ୍ୟେକ୍ଷ ଭାବେ ଲଢେଇ ଜାରି ରଖିଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଜରୁରୀସେବା ପ୍ରଦାନକାରୀଙ୍କୁ ସାଲ୍ୟୁଟ କରିଛନ୍ତି ସଚିନ । ଏଥିସହିତ ମାତୃ ଦିବସରେ ଦେଶପ୍ରତି ସମସ୍ତଙ୍କ ସେବାକୁ ସଲାମ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚରେ ନିଜ ମାଆ ମ୍ୟାଚ ଦେଖିଥିବାର ଦୃଶ୍ୟକୁ ମଧ୍ୟ ମନେପକାଇଛନ୍ତି ସଚିନ । ଫୋନ ଦ୍ବାରା ଏନ ଶ୍ରୀନିବାସନଙ୍କୁ ମୁମ୍ବାଇରେ ଶେଷ ମ୍ୟାଚ ଖେଳିବାକୁ ଅନୁରୋଧ କରିଥିଲେ ବୋଲି ମଧ୍ୟ ଖୁଲାସା କରିଛନ୍ତି ।

କାରଣ 24 ବର୍ଷ ଧରି ସେ କଣ କରୁଛନ୍ତି ତାଙ୍କ ମାଆ ଦେଖିବାପାଇଁ ଇଛା ପ୍ରକାଶ କରିଥିଲେ । ପରେ ସେମିତି ହିଁ ହୋଇଥିଲା । କ୍ରିକେଟ କ୍ୟାରିୟର ଏକମାତ୍ର ମ୍ୟାଚ ଥିଲା, ଯେଉଁଠି ମାଆଙ୍କୁ ଷ୍ଟାଣ୍ଡରେ ବସିଥିବାର ଦେଖିବାକୁ ପାଇଥିଲେ ବୋଲି ମହାନ କ୍ରିକେଟର ସଚିନ ତେନ୍ଦୁଲକର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.