ETV Bharat / sports

କ୍ରିସ ଗେଲଙ୍କ ଆକର୍ଷଣୀୟ ଆଇପିଏଲ କ୍ୟାରିୟର, ଯାହା ଏବେବି ଅତୁଟ

author img

By

Published : Sep 28, 2020, 7:03 AM IST

2009 ଓ 2010 ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଫ7ରୁ ଖେଳିଥିଲେ ଗେଲ । ପରେ 2011 ରୁ 2017 ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ଖେଳିବା ସହ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ।

CHRIS GAYLE OUTSTANDING IPL CAREER, HAS MADE MANY UNBREAKABLE RECORDS
କ୍ରିସ ଗେଲଙ୍କ ଆକର୍ଷଣୀୟ ଆଇପିଏଲ କ୍ୟାରିୟର, ଯାହା ଏବେବି ଅତୁଟ

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ପାୱାର ହିଟର କ୍ରିସ ଗେଲ ଆଇପିଏଲରେ ସର୍ବଦା ମନୋରଞ୍ଜନ କରିଛନ୍ତି । ବିଶାଳ ଛକା ଓ ଚୌକା ସହ ବିସ୍ପୋରକ ବ୍ୟାଟିଂରେ ଝୁମିଥାନ୍ତି କ୍ରିକେଟ ପ୍ରେମୀ । ତେବେ ଗେଲ ଗୋଟିଏ ଦଶନ୍ଧିର ଆଇପିଏଲ ଯାତ୍ରାରେ 3ଟି ଟିମରେ ଖେଳିସାରିଛନ୍ତି ।

କ୍ରିସ ଗେଲ୍

ନଜର ପକାନ୍ତୁ ଗଗେଲଙ୍କ ଆଇପିଏଲ ରେକର୍ଡ ଉପରେ...ଯାହା ଏଯାବତ ରହିଛି ଅତୁଟ

  • ଆଇପିଏଲରେ ଗେଲଙ୍କ ଅପରାଜିତ 175 ରନ ଖେଳିଛନ୍ତି । ପୁନେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ 2013ରେ ଏହି ଇଂନିସ ଖେଳିଥିଲେ ଗେଲ ।
  • 326 ଛକା ସହ ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି । ଦ୍ବିତୀୟ ସ୍ଥାନରେ 215 ଛକା ସହ ଏବି ଡି ଭିଲିୟର୍ସ ରହିଛନ୍ତି ।
  • ଲଗାତାର ଦୁଇଟି ଆଇପିଏଲ ସଂସ୍କରଣରେ (2011, 2012)ରେ ଅରେଞ୍ଜ କ୍ୟାପ ବିଜେତା ରହିଛନ୍ତି ।
  • ଗୋଟିଏ ଇଂନିସରେ ସର୍ବାଧିକ(17) ଛକାର ରେକର୍ଡ ମଧ୍ୟ ଗେଲଙ୍କ ନାମରେ ରହିଛି ।
  • 6ଟି ଶତକ ସହ ଆଇପିଏଲ ଇତିହାସରେ ସର୍ବାଧିକ ଶତକୀୟ ଇଂନିସର ରେକର୍ଡ ରହିଛି ।
  • ଏଥିସହିତ ଆଇପିଏଲ ଇତିହାସରେ ଦ୍ରୁତ ଶତକ ହାସଲକାରୀ ଖେଳାଳି ରହିଛନ୍ତି । 30 ବଲରୁ ଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.