ETV Bharat / sports

ହରମନପ୍ରୀତଙ୍କ ରେକର୍ଡ, ପଛରେ ପଡିଲେ ଧୋନି-ରୋହିତ - cricketer harmanpreet kaur

ଏମଏସ ଧୋନି ଓ ରୋହିତ ଶର୍ମାଙ୍କୁ ପଛରେ ପକାଇ ଭାରତୀୟ ମହିଳା କ୍ରିକେଟ ଟିମ୍‌ର କ୍ୟାପ୍ଟେନ ହରମନପ୍ରୀତ କୌର ହେଲେ ସର୍ବାଧିକ 100 ଟି-20 ମ୍ୟାଚ ଖେଳିଥିବା ପ୍ରଥମ କ୍ରିକେଟର ।

ହରମନପ୍ରୀତ
author img

By

Published : Oct 4, 2019, 11:22 PM IST

ସୁରଟ: ଭାରତୀୟ ମହିଳା କ୍ରିକେଟ ଟିମ୍‌ର କ୍ୟାପ୍ଟେନ ହରମନପ୍ରୀତ କୌରଙ୍କ ନୂଆ କୀର୍ତ୍ତିମାନ । ଦେଶ ପାଇଁ ସର୍ବାଧିକ ଟି-20 ମ୍ୟାଚ ଖେଳିଥିବା ପ୍ରଥମ କ୍ରିକେଟର ହୋଇଯାଇଛନ୍ତି ହରମନପ୍ରୀତ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@BCCIWomen

ଦ.ଆଫ୍ରିକା ବିପକ୍ଷରେ 6ଷ୍ଠତମ ଟି-20 ମ୍ୟାଚ ଖେଳି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ 100ଟି ଟି-20 ମ୍ୟାଚ ଖେଳିଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇଯାଇଛନ୍ତି କୌର ।

ସୂଚନାଥାଉକି, ହରମନପ୍ରୀତଙ୍କ ଏହି ରେକର୍ଡ ପରେ ପଛରେ ପଡିଯାଇଛନ୍ତି ଏମଏସ ଧୋନି ଓ ରୋହିତ ଶର୍ମା । କାରଣ ଏମଏସ ଧୋନି ଓ ରୋହିତ ଶର୍ମା ଦେଶ ପାଇଁ 98 ଟି-20 ମ୍ୟାଚ ଖେଳିଛନ୍ତି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଶ୍ବର 10ତମ ମହିଳା ଖେଳାଳୀ ଭାବେ ହରମନପ୍ରୀତ 100 ଟି-20 ମ୍ୟାଚ ଖେଳିଥିବା ଖେଳାଳି ହୋଇଯାଇଛନ୍ତି । କ୍ୟାପ୍ଟେନ ହରମନପ୍ରୀତ କୌର ଶୁକ୍ରବାର ଦିନ ସୁରଟରେ ଦ.ଆଫ୍ରିକା ବିପକ୍ଷରେ 6ଷ୍ଠ ଟି-20 ମ୍ୟାଚ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

Intro:ନନ୍ଦନକାନନକୁ ମାଡିଛି ଜୀବଜନ୍ତୁ ମଡ଼କ। ପୁଣି ଏକ ଜଲହସ୍ତି ମୃତ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମୃତ୍ୟୁର ଭୟ ପଶିଛି। ନନ୍ଦନକାନନ କତ୍ତୃପକ୍ଷ ନୂଆ ନୂଆ ଜୀବଜନ୍ତୁଙ୍କ ଆଣି ରଖିବା ଆରମ୍ଭ କଲେଣି ହେଲେ ଅନ୍ୟପଟେ ନନ୍ଦନକନାନାରୁ ଯିବ ଜନ୍ତୁଙ୍କ ମୃତ୍ୟୁ ଘଟୁଛି। ତେବେ ଏଥି ପ୍ରତି ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Body:
ନନ୍ଦନକାନନରେ ଏକ ମାଈ ଜଳ ହସ୍ତି ର ଆଜି ସକାଳ ସମୟରେ ମୃତ୍ୟୁ ଘଟିଛି। ଗତ ସେପ୍ଟେମ୍ବର ମାସରୁ ଜଳ ହସ୍ତି ଟି ଅସୁସ୍ଥ ରହିଥିଲା। ଏହା ର ବାମ ପଟ ମୁହିଁ ର ପାଟି ପାଖରେ ସଂକ୍ରମଣ ହୋଇଥିଲା। ସେହି ସଂକ୍ରମଣ ସ୍ଥାନରେ ଅନୁମାନ କରି ଆଣ୍ଟିବାୟୋଟିକ ଦିଆଯାଉଥିଲା। ଆଣ୍ଟିବାୟୋଟିକ ଦେବା ଫଳରେ ଉର୍ଣ୍ଣତ୍ତି ପରିଲିଖିତ ହେଉଥିଲା। ତେବେ ଆଜି ସକାଳ ସମୟରେ ଜଳ ହସ୍ତୀର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ହେବା ବେଳକୁ ମାଈ ଜଳ ହସ୍ତି କୁ ୧୦ ବର୍ଷ ବୟସ ହୋଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନ ରେ ୧୩ ଟି ଜଳ ହସ୍ତି ରହିଲେ। ସେଥିମଧ୍ୟରୁ ୮ ଟି ମାଈ ,୩ ଟି ପୁରୁଷ ଓ ୨ ଟି ଛୁଆ ଜଳହସ୍ଥୀ ରହିଛି। ଓୟୁଏଟି ଭେଟନାରୀ ଡାକ୍ତର ଙ୍କ ଦ୍ଵାରା ମୃତ ଜଳ ହସ୍ତୀର ବ୍ୟବଛେଦ କରାଯାଇଛି। ତେବେ ବ୍ୟବଛେଦ ପରେ ପୃତ୍ୟୁର କାରଣ ଜଣାପଡିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.