ETV Bharat / sports

ଭାରତୀୟ ବୋଲିଂ ଆଟାକ୍‌ର ପ୍ରଶଂସାରେ ବ୍ରାଏନ ଲାରା

author img

By

Published : Oct 18, 2019, 1:20 PM IST

ବର୍ତ୍ତମାନ ଭାରତୀୟ ଦଳର ବୋଲିଂ ଆଟାକ, ୱେଷ୍ଟଇଣ୍ଡିଜ 80 ଓ 90 ଦଶକର ବୋଲିଂ ଆଟାକ୍‌କୁ ମନେପକାଇ ଦେଇଛି ବୋଲି କହିଛନ୍ତି ଓ୍ଵେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବ୍ରାଏନ ଲାରା।

ବ୍ରାଏନ ଲାରା

ମୁମ୍ବାଇ: ଭାରତୀୟ ବୋଲିଂ ଆଟାକ୍‌ର ପ୍ରଶଂସାରେ ଓ୍ଵେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବ୍ରାଏନ ଲାରା। ବର୍ତ୍ତମାନ ଭାରତୀୟ ଦଳର ବୋଲିଂ ଆଟାକ, ୱେଷ୍ଟଇଣ୍ଡିଜ 80 ଓ 90 ଦଶକର ବୋଲିଂ ଆଟାକ୍‌କୁ ମନେପକାଇ ଦେଇଛି ବୋଲି କହିଛନ୍ତି ଓ୍ଵେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବ୍ରାଏନ ଲାରା। ଉଲ୍ଲେଖଥାଉ କି, ଚଳିତ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ଭାରତ 2-0ରେ ଜିତି ସାରିଛି । ଅନ୍ୟପଟେ ଶନିବାର ଆରମ୍ଭ ହେବାକୁ ଥିବା 3ୟ ଟେଷ୍ଟ ମ୍ୟାଚକୁ କବଜା କରି ଶୃଙ୍ଖଳା ପୋଛିବାକୁ ଚାହିଁବ ଘରୋଇ ଦଳ । ଆଉ ଏହି ବିଜୟ ସହ ଭାରତ ଲଗାତାର ଏକାଦଶତମ ଘରୋଇ ଟେଷ୍ଟ ଶୃଙ୍ଖଳାର ବିଜୟୀ ମୁକୁଟ ପିନ୍ଧିବ।

ତେବେ ଲାରାଙ୍କୁ ଭାରତୀୟ ଟେଷ୍ଟ ପ୍ରଦର୍ଶନ ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଭାରତର ଦ୍ରୁତ ବୋଲିଂ ଆକ୍ରମଣରେ ବୁମରା, ଶାମି, ଇଶାନ୍ତ, ଯାଦବ, ଭୁବନେଶ୍ଵର ସମସ୍ତେ ଦମଦାର ଦ୍ରୁତ ବୋଲର । ମୋତେ ଏହା 80 ଓ 90 ଦଶକର ଇଣ୍ଡିଜ ଦଳକୁ ମନେ ପକାଇଦେଉଛି ବୋଲି କହିଛନ୍ତି ଲାରା। ଦଳର କ୍ଷମତା ଆକଳନ କରିବା ପାଇଁ ରିଜର୍ଭ ବେଞ୍ଚର ଶକ୍ତି ଆକଳନ କରିବା ଜରୁରୀ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.