ETV Bharat / sports

ବକ୍ସିଂ ଡେ’ ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ମଜବୁତ

ବକ୍ସିଂ ଡେ ଟେଷ୍ଟରେ ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ ଦଳ । 2ୟ ଟେଷ୍ଟର ଆଜି (ଶନିବାର) 3ୟ ଦିନରେ ନ୍ୟୁଜିଲାଣ୍ଡ ତା'ର ପ୍ରଥମ ପାଳିରେ 148ରନରେ ଅଲଆଉଟ୍‌ ହୋଇଯାଇଥିଲା ।

boxing day test
boxing day test
author img

By

Published : Dec 28, 2019, 11:46 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟରେ କଙ୍ଗାରୁ ଦଳ ଦୃଢ ସ୍ଥିତିରେ ରହିଛି । 2ୟ ଟେଷ୍ଟର ଆଜି 3ୟ ଦିନରେ ନ୍ୟୁଜିଲାଣ୍ଡ ତା'ର ପ୍ରଥମ ପାଳିରେ 148ରନରେ ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ଟିମ 456ରନରେ ଆଗୁଆ ରହିଛି । ତେବେ ଆଜି ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 4 ଓ୍ବିକେଟ ବିନିମୟରେ 137ରନ କରିଛି । କ୍ରିଜରେ ଟ୍ରାଭିସ ହେଡ ଓ ମାଥ୍ୟୁ ଓ୍ବେଡ ରହିଛନ୍ତି ।

boxing day test
ଫଟୋ ସୌଜନ୍ୟ: ସୋସିଆଲମିଡିଆ@CricketAus

ଅଷ୍ଟ୍ରେଲିଆର 467ରନ୍‌ର ପିଛା କରି ନ୍ୟୁଜଲାଣ୍ଡ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ତେବେ କଙ୍ଗାରୁ ଦଳର ପାଟ କମିନ୍ସଙ୍କ ବୋଲିଂରେ କିଓ୍ବି ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦଳ ପକ୍ଷରୁ କମିନ୍ସ ସର୍ବାଧିକ 5ଟି ଓ୍ବିକେଟ ହାସଲ କରିଥିବାବେଳେ ଜେମ୍ସ ପ୍ୟାଟିନସନ 3ଟି ଓ ମିଚେଲ ଷ୍ଟାର୍କ 2ଟି ଓ୍ବିକେଟ ନେଇ 148ରନରେ ନ୍ୟୁଜିଲାଣ୍ଡକୁ ରୋକିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.