ETV Bharat / sports

ରଣଜୀ କ୍ବାର୍ଟର: 2ୟ ଦିନରେ ଓଡିଶାର ସ୍କୋର 151/4 - ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ମ୍ୟାଚ

ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ କ୍ବାର୍ଟର ଫାଇଟ୍‌ । 2ୟ ଦିନର ଖେଳ ଶେଷ ସୁଦ୍ଧା 4ଓ୍ବିକେଟ ହରାଇ 151ରନ୍‌ କରିଛି ଘରୋଇ ଦଳ ଓଡିଶା ।

bengal vs odishabengal vs odisha
bengal vs odisha
author img

By

Published : Feb 21, 2020, 7:02 PM IST

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ପ୍ରଥମ ରଣଜୀ ଟ୍ରଫି ଡ୍ରିମ ନେଇ କ୍ବାର୍ଟର ଖେଳୁଛି ଟିମ ଓଡିଶା । ତେବେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ବେଙ୍ଗଲ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଦଳ ତାର ପ୍ରଥମ ପାଳିରେ 332ରନରେ ସମସ୍ତ ୱିକେଟ ହରାଇଛି । ତେବେ 2ୟ ଦିନର ଖେଳ ଶେଷ ସୁଦ୍ଧା 4ଓ୍ବିକେଟ ବିନିମୟରେ 181ରନ କରିଛି ଟିମ ଓଡିଶା ।

କ୍ରିଜରେ ଦେବବ୍ରତ ପ୍ରଧାନ ଓ ଶୁଭ୍ରାଂଶୁ ସେନାପତି ରହିଛନ୍ତି । ଘରୋଇ ଦଳର ପକ୍ଷରୁ ଶାନ୍ତୁନୁ ମିଶ୍ର 62ରନ ଓ ଦେବାଶିଷ ସାମନ୍ତରାୟ 68ରନ କରିଥିବା ବେଳେ ଗୋବିନ୍ଦ 11ରନ ଓ ଅନୁରାଗ 5ରନ କରି ପାଭିଲିୟନକୁ ଫେରିଯାଇଛନ୍ତି ।

ପ୍ରଥମ ଇଂନିସରେ 332ରନ କରିଥିଲା ଭ୍ରମଣକାରୀ ଟିମ । ଦଳ ପକ୍ଷରୁ ଅନୁସ୍ତୁପ ମଜୁମଦାର(157) ଓ ଶହାବାଜ ଅହମ୍ମଦ(87) ଦମଦାର ପ୍ରଦର୍ଶନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ 3ଟି ଓ କନଓ୍ବାର ସିଙ୍ଗ ଚୌହାନ 2ଟି ଓ୍ବିକେଟ ନେଇଛନ୍ତି । ସେହିପରି ବସନ୍ତ ମହାନ୍ତି 4ଟି ଓ ଦେବବ୍ରତ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.