ମାଞ୍ଚେଷ୍ଟର: ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପ୍ରଶଂସା କରିଛନ୍ତି । ଷ୍ଟୋକ୍ସ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟରେ 176 ରନର ମାରାଥନ ଇଂନିସ ଖେଳିଛନ୍ତି ।
-
England’s best player ... England’s best fielder ... England’s most impactful bowler ... England’s best batsman at the moment delivers once again ... @benstokes38 is a freak ... nothing he cannot do ... #TestCricket #ENGvWI
— Michael Vaughan (@MichaelVaughan) July 17, 2020 " class="align-text-top noRightClick twitterSection" data="
">England’s best player ... England’s best fielder ... England’s most impactful bowler ... England’s best batsman at the moment delivers once again ... @benstokes38 is a freak ... nothing he cannot do ... #TestCricket #ENGvWI
— Michael Vaughan (@MichaelVaughan) July 17, 2020England’s best player ... England’s best fielder ... England’s most impactful bowler ... England’s best batsman at the moment delivers once again ... @benstokes38 is a freak ... nothing he cannot do ... #TestCricket #ENGvWI
— Michael Vaughan (@MichaelVaughan) July 17, 2020
29 ବର୍ଷୀୟ ଷ୍ଟୋକ୍ସ କ୍ୟାରିୟର 10ମ ଟେଷ୍ଟ ଶତକ ହାସଲ କରିଛନ୍ତି । 356 ବଲର ସାମ୍ନା କରି 176 ରନର ଉପଯୋଗୀ ଇଂନିସ ଖେଳି ଇଂଲଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଏହା ଷ୍ଟୋକ୍ସଙ୍କ ଟେଷ୍ଟ କ୍ୟାରିୟରର ଦୀର୍ଘତମ ଇଂନିସ । ଏଥିସହିତ ଦ୍ବିତୀୟ ଥର ପାଇଁ ଷ୍ଟୋକ୍ସ କ୍ରିକେଟର ଲମ୍ବା ଫର୍ମାଟରେ 150ରୁ ଅଧିକ ରନ କରିଛନ୍ତି ।
ମାଇକେଲ ଭନ ଷ୍ଟୋକ୍ସଙ୍କ ପ୍ରଦର୍ଶନରେ, ବର୍ତ୍ତମାନ ସମୟରେ ଇଂଲଣ୍ଡର ଶ୍ରେଷ୍ଠ ଖେଳାଳି, ଇଂଲଣ୍ଡର ଶ୍ରେଷ୍ଠ ଫିଲ୍ଡର ଓ ଇଂଲଣ୍ଡର ଶ୍ରେଷ୍ଠ ପ୍ରଭାବୀ ବୋଲର, ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଟ୍ବିଟ କରିଛନ୍ତି ।
ଡୋମିନିକ ସିବଲେଙ୍କ ଶତକୀୟ ଇଂନିସକୁ ମଧ୍ୟ ପ୍ରଂଶସା କରିଛନ୍ତି ପୂର୍ବତନ ଇଂଲଣ୍ଡ କ୍ୟାପଟେନ ।