ETV Bharat / sports

ବିସିସିଆଇ 23 ବର୍ଷରୁ କମ ଏକଦିବସୀୟ ଟ୍ରଫି: ଓଡିଶା ଦଳ ଘୋଷିତ - OCA Announced squad

ବିସିସିଆଇର ଘରୋଇ 23 ବର୍ଷରୁ କମ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ 15 ଜଣିଆ ଓଡ଼ିଶା ଟିମ ଘୋଷଣା ।

ଓଡିଶା କ୍ରିକେଟ ଆସୋସିଏସନ
author img

By

Published : Oct 25, 2019, 10:33 PM IST

କଟକ: ବିସିସିଆଇର ଘରୋଇ 23 ବର୍ଷରୁ କମ ଟ୍ରଫି ପାଇଁ ଘୋଷଣା ହୋଇଛି ଟିମ ଓଡ଼ିଶା । ଓଡିଶା କ୍ରିକେଟ ଆସୋସିଏସନ 15 ଜଣିଆ ଟିମ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏହି ପ୍ରତିଯୋଗୀତା ଚଳିତମାସ 31 ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର 17 ପର୍ଯ୍ୟନ୍ତ ଡେରାଡୁନରେ ଖେଳାଯିବ । ଓଡ଼ିଶା ଏହି ପ୍ରତିଯୋଗୀତାରେ ଗ୍ରୁପ-ସି ରେ ସ୍ଥାନ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଳ 28 ତାରିଖରେ ଡେରାଡୁନ ଗସ୍ତ କରିବ।

ଓଡିଶା ଦଳ:
1. ସ୍ୱସ୍ତିକ ସାମଲ
2. ସନ୍ଦୀପ ପଟ୍ଟନାୟକ(ଅଧିନାୟକ)
3. ଦେବାଶିଷ ସାମନ୍ତରାୟ
4. ଏମ .ପ୍ରଶାନ୍ତ
5. ସୌଭାଗ୍ୟ ରଞ୍ଜନ ମିଶ୍ର( ଉପ ଅଧିନାୟକ)
6. କ୍ଷମା ସାଗର ବଳ
7. ସୋମେନ ଚାନ୍ଦ
8. କ୍ରୀଷ୍ଣା ପଲେଇ
9. ଜାମିଲା ଭଂଜନ ମହାପାତ୍ର
10. ରାଜକିଶନ ପଟେଲ
11. ପ୍ରୀତ କନୱାର ସିଂ ଚୌହାନ
12. ତାରଣୀ ସା
13. ଅୟସକାନ୍ତ ସାହୁ
14. ରାହୁଲ ଚୌଧୁରୀ
15. ବିଶ୍ଵଜିତ ମଲ୍ଲିକ
କୋଚ. ସୁରେଶ କୁମାର

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

କଟକ: ବିସିସିଆଇର ଘରୋଇ 23 ବର୍ଷରୁ କମ ଟ୍ରଫି ପାଇଁ ଘୋଷଣା ହୋଇଛି ଟିମ ଓଡ଼ିଶା । ଓଡିଶା କ୍ରିକେଟ ଆସୋସିଏସନ 15 ଜଣିଆ ଟିମ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏହି ପ୍ରତିଯୋଗୀତା ଚଳିତମାସ 31 ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର 17 ପର୍ଯ୍ୟନ୍ତ ଡେରାଡୁନରେ ଖେଳାଯିବ । ଓଡ଼ିଶା ଏହି ପ୍ରତିଯୋଗୀତାରେ ଗ୍ରୁପ-ସି ରେ ସ୍ଥାନ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଳ 28 ତାରିଖରେ ଡେରାଡୁନ ଗସ୍ତ କରିବ।

ଓଡିଶା ଦଳ:
1. ସ୍ୱସ୍ତିକ ସାମଲ
2. ସନ୍ଦୀପ ପଟ୍ଟନାୟକ(ଅଧିନାୟକ)
3. ଦେବାଶିଷ ସାମନ୍ତରାୟ
4. ଏମ .ପ୍ରଶାନ୍ତ
5. ସୌଭାଗ୍ୟ ରଞ୍ଜନ ମିଶ୍ର( ଉପ ଅଧିନାୟକ)
6. କ୍ଷମା ସାଗର ବଳ
7. ସୋମେନ ଚାନ୍ଦ
8. କ୍ରୀଷ୍ଣା ପଲେଇ
9. ଜାମିଲା ଭଂଜନ ମହାପାତ୍ର
10. ରାଜକିଶନ ପଟେଲ
11. ପ୍ରୀତ କନୱାର ସିଂ ଚୌହାନ
12. ତାରଣୀ ସା
13. ଅୟସକାନ୍ତ ସାହୁ
14. ରାହୁଲ ଚୌଧୁରୀ
15. ବିଶ୍ଵଜିତ ମଲ୍ଲିକ
କୋଚ. ସୁରେଶ କୁମାର

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିସିସିଆଇ ର ଘରୋଇ 23 ବର୍ଷରୁ କମ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । 15 ଜଣିଆ ଟିମ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ ।

1.ସ୍ୱସ୍ତିକ ସାମଲ
2.ସନ୍ଦୀପ ପଟ୍ଟନାୟକ(ଅଧିନାୟକ)
3. ଦେବାଶିଷ ସାମନ୍ତରାୟ
4. ଏମ .ପ୍ରଶାନ୍ତ
5.ସୌଭାଗ୍ୟ ରଞ୍ଜନ ମିଶ୍ର( ଉପ ଅଧିନାୟକ)
6.କ୍ଷମା ସାଗର ବଳ
7.ସୋମେନ ଚାନ୍ଦ
8.କ୍ରୀଷ୍ଣା ପଲେଇ
9.ଜାମିଲା ଭଂଜନ ମହାପାତ୍ର
10.ରାଜକିଶନ ପଟେଲ
11. ପ୍ରୀତ କନୱାର ସିଂ ଚୌହାନ
12. ତାରଣୀ ସା
13. ଅୟସକାନ୍ତ ସାହୁ
14. ରାହୁଲ ଚୌଧୁରୀ
15. ବିଶ୍ଵଜିତ ମଲ୍ଲିକ

କୋଚ .ସୁରେଶ କୁମାର


ଏହି ପ୍ରତିଯୋଗିତା ଚଳିତମାସ 31 ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର 17 ପର୍ଯ୍ୟନ୍ତ ଡେହେରାଡୁନ ଚାଲିବ । ଓଡ଼ିଶା ଏହି ପ୍ରତିଯୋଗିତାରେ ସି ଗ୍ରୁପ ରେ ରହିଛି । 28 ତାରିଖ ରେ ଡେହେରାଡୁନ ଗସ୍ତ କରିବ ଓଡିଶା । Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.