ETV Bharat / sports

ହେମାଙ୍ଗ ଅମିନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ହେମାଙ୍ଗ ଅମିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନ୍ତରୀଣ ସିଇଓ ନିଯୁକ୍ତ ହୋଇଛନ୍ତି ।

author img

By

Published : Jul 14, 2020, 1:51 PM IST

BCCI appoints Hemang Amin as interim CEO
ହେମାଙ୍ଗ ଅମିନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ହେମାଙ୍ଗ ଅମିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନ୍ତରୀଣ ସିଇଓ ନିଯୁକ୍ତ ହୋଇଛନ୍ତି । ପୂର୍ବତନ ସିଇଓ ରାହୁଲ ଜୋହରୀଙ୍କୁ ମେଲ ଯୋଗେଁ ଇସ୍ତଫା ଦେବାକୁ କୁହାଯାଇଥିଲା । ପରେ ବିସିସିଆଇ ତାଙ୍କର ଇସ୍ତଫାପତ୍ର ଗ୍ରହଣ କରିଥିଲା । ତେବେ ଅନ୍ତରୀଣ ସିଇଓ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ବୋର୍ଡର କର୍ମଚାରୀ ।

ଅମିନଙ୍କ ସହ ଦୀର୍ଘଦିନ ଧରି କାର୍ଯ୍ୟକରିଥିବା ଜଣେ ବରିଷ୍ଠ କର୍ମଚାରୀଙ୍କ ଅନୁଯାୟୀ, "ହେମାଙ୍ଗ ଅମିନ ବିସିସିଆଇର ଜଣେ ଦକ୍ଷ, ଅଭିଜ୍ଞ ଓ ନିଷ୍ଠାପର କର୍ମଚାରୀ ରହିଛନ୍ତି ।"

ଅମିନ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର COO ରହିଛନ୍ତି । ଗତ ସଂସ୍କରଣର ଆଇପିଏଲର ବ୍ୟବବହୁଳ ଓ ରଙ୍ଗାରଙ୍ଗ ଆଇପିଏଲ ଉଦ୍ଘାଟନୀ ଉତ୍ସବ ବଦଳରେ, ପୁଲୱାମା ସହିଦଙ୍କୁ ଏହି ଅର୍ଥ ପ୍ରଦାନ ପାଇଁ ସେ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.