ETV Bharat / sports

ଜାନୁଆରୀ 17ରେ ବିସିସିଆଇର ସର୍ବୋଚ୍ଚ ପରିଷଦ ବୈଠକ

author img

By

Published : Jan 12, 2021, 10:47 PM IST

ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ସର୍ବୋଚ୍ଚ ପରିଷଦ ବୈଠକ ଜାନୁଆରୀ 17ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

BCCI Apex Council meeting on January 17, to discuss Ranji and FTP
ଜାନୁଆରୀ 17ରେ ବିସିସିଆଇର ସର୍ବୋଚ୍ଚ ପରିଷଦ ବୈଠକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ସର୍ବୋଚ୍ଚ ପରିଷଦ ବୈଠକ ଜାନୁଆରୀ 17ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ବୈଠକରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରସ୍ତୁତ ଜୈବ ସୁରକ୍ଷା ବଳୟ ଓ ଆଗାମୀ ମାସରେ ହେବାକୁ ଥିବା ରଣଜୀ ଟ୍ରଫି ଆୟୋଜନ ନେଇ ନିଷ୍ପତ୍ତି ହେବ ।

ବୈଠକରେ ମୁଖ୍ୟତଃ 7ଟି ଗୁରତ୍ବପୂର୍ଣ୍ଣ ବିଷୟ ଚର୍ଚ୍ଚା ହେବା ନେଇ ସ୍ଥିର ହୋଇଛି । ଏହାମଧ୍ୟରେ ଜୁନିୟର ଓ ମହିଳା କ୍ରିକେଟ ମଧ୍ୟ ସାମିଲ ରହିଛି ।

BCCI Apex Council meeting on January 17, to discuss Ranji and FTP
ଆଇସିସି

ତେବେ ଆଗକୁ ଆଇପିଏଲ ଥିବାରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ରଣଜୀ ଟ୍ରଫିର କିଛି ମ୍ୟାଚ ଓ ପରେ ନକଆଉଟ ମ୍ୟାଚ ପରେ ଅବଶିଷ୍ଟ ଖେଳାଯିବା ନେଇ ନିଷ୍ପତ୍ତି ହୋଇପାରେ । ଯାହାଦ୍ବାରା ଟିମର ସର୍ବଶ୍ରେଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ ହେବନାହିଁ ।

ଆଇପିଏଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.