ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟେଷ୍ଟ ଦଳ ଘୋଷଣା - ନ୍ୟୁଜିଲାଣ୍ଡ ଭାରତ ଟେଷ୍ଟ

ନ୍ୟୁଜିଲାଣ୍ଡ ବିପକ୍ଷ 2ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।

BCCI Announced team India test squad
ଭାରତୀୟ ଟେଷ୍ଟ ଦଳ ଘୋଷଣା
author img

By

Published : Feb 4, 2020, 10:35 AM IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ 2ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଦଳ ଟି-20 ସିରିଜକୁ 5-0ରେ କ୍ଳିନ ସୁଇପ କରିବାପରେ, 3 ଟିକିଆ ଦିନିକିଆ ଓ 2ଟି ଟେଷ୍ଟ ମ୍ୟାଚ ଖେଳିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟେଷ୍ଟ ଦଳ:

ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପ୍ରିଥ୍ବୀ ଶ, ଶୁଭମନ ଗିଲ, ଚେତେଶ୍ବର ପୁଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ହନୁମା ବିହାରୀ, ରିଦ୍ଧିମାନ ସାହା(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି, ଇଶାନ୍ତ ଶର୍ମା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.