ETV Bharat / sports

ତାମିମ ଇକବାଲ ବାଂଲାଦେଶ ଦିନିକିଆ ଦଳର ନୂଆ କ୍ୟାପଟେନ

author img

By

Published : Mar 9, 2020, 8:25 AM IST

Updated : Mar 9, 2020, 6:19 PM IST

ମସରଫେ ବିନ ମୋର୍ତାଜା କ୍ୟାପଟେନ ପଦ ଛାଡିବା ପରେ, ବାଂଲାଦେଶ ଦିନିକିଆ ଦଳର ନୂଆ କ୍ୟାପଟେନ ହୋଇଛନ୍ତି ତାମିମ ଇକବାଲ ।

bangaladesh-appointed-tamim-iqbal-as-odi-captain
ତାମିମ ଇକବାଲ ବାଂଲାଦେଶ ଦିନିକିଆ ଦଳର ନୂଆ କ୍ୟାପଟେନ

ହାଇଦ୍ରାବାଦ: ବାଂଲାଦେଶ ଦିନିକିଆ ଦଳର ନୂଆ କ୍ୟାପଟେନ ହୋଇଛନ୍ତି ତାମିମ ଇକବାଲ । ମସରଫେ ମୋର୍ତାଜା କ୍ୟାପଟେନ ପଦ ଛାଡିବା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଏଥିସହିତ ତାମିମ ଇକବାଲ ଲମ୍ବା ସମୟ ସମୟ ଧରି ଦଳ ନେତୃତ୍ବ ନେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Bangaladesh ODI captain
ଫଟୋ ସୌଜନ୍ୟ: twitter@BCBtigers

ପୂର୍ବତନ କ୍ୟାପଟେନ ମୋର୍ତାଜା ଜିମ୍ବାୱେ ବିପକ୍ଷ ସିରିଜରେ କ୍ୟାପଟେନ ପଦରୁ ଓହରି ଯାଇଥିଲେ । ତେବେ ବାଂଲାଦେଶ ଜିମ୍ବାୱେ ବିପକ୍ଷରେ 3-0ରେ ସିରିଜ ବିଜୟ ହାସଲ କରିଥିଲା । ଫଳରେ କ୍ୟାପଟେନ ଭାବେ 50 ତମ ମ୍ୟାଚ ବିଜୟ ପରେ ମୋର୍ତାଜା କ୍ୟାପଟେନ ପଦ ଛାଡିଥିଲେ ।

Last Updated : Mar 9, 2020, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.