ETV Bharat / sports

ବିରାଟଙ୍କୁ ପଛରେ ପକାଇଲେ ବାବର ଆଜାମ

ବିରାଟ କୋହଲିଙ୍କୁ ପଛରେ ପକାଇଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବାର ଆଜାମ । ଜାଣନ୍ତୁ କେମିତି ?

author img

By

Published : Sep 30, 2019, 9:13 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବିରାଟ କୋହଲିଙ୍କୁ ପଛରେ ପକାଇଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମ । ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା 2ୟ ଦିନିକିଆରେ ବାବର ଆଜାମ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ରୁତ 11ଟି ଦିନିକିଆ ଶତକ ହାସଲ କରିବାରେ ସେ 3ୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । 71ଟି ଇଂନିସରୁ ବାବର ଏହି ସଫଳତା ହାସଲ କରିଛନ୍ତି । ବିରାଟ 82ଟି ଇଂନିସରୁ 11ଶତକ ହାସଲ କରିଥିଲେ ।

ବିରାଟ କୋହଲିଙ୍କୁ ନେଇ ପାକିସ୍ତାନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ । ଏମିତିକି ନିଜେ ବାବର ଆଜାମ ବିରାଟ କୋହଲିଙ୍କୁ ଆଦର୍ଶ ମାନନ୍ତି । ବିରାଟଙ୍କ ପରି ଖେଳିବାକୁ ଚାହିଁନ୍ତି ବୋଲି କହିସାରିଛନ୍ତି । ଏମିତିକି ପାକିସ୍ତାନି ଫ୍ୟାନ୍ସ ବାବର ଆଜାମଙ୍କୁ ପାକିସ୍ତାନର ବିରାଟ କୋହଲି ବୋଲି ସମ୍ବୋଧିତ କରନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.