ETV Bharat / sports

କ୍ୟାପଟେନ ପଦରୁ ହଟିବେ ସର୍ଫରାଜ !

author img

By

Published : Oct 18, 2019, 3:43 AM IST

ପାକିସ୍ତାନ କ୍ୟାପଟେନ ପଦରୁ ହଟିବେ ସର୍ଫରାଜ ଅହମ୍ମଦ । ତାଙ୍କ ସ୍ଥାନରେ ଆଝାର ଅଲ୍ଲୀଙ୍କୁ ନୂଆ ଟେଷ୍ଟ କ୍ୟାପଟେନ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଡିଜାଇନ ଫଟୋ

ଲାହୋର: ସଂକଟରେ ପାକିସ୍ତାନ କ୍ରିକେଟର ସର୍ଫରାଜଙ୍କ କ୍ୟାପଟେନ ପଦ । ବିଶ୍ବକପରେ ଦଳର ନୈରାଶାଜନକ ପ୍ରଦର୍ଶନ ପରେ ସର୍ଫାରାଜ ହଟାଓ ଦାବି ହୋଇ ଆସୁଥିଲା । ଶ୍ରୀଲଙ୍କା ପାକିସ୍ତାନ ମାଟିରେ ଟି-20 ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା । ନିଜ ମାଟିରେ 3 ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ ସୁଇପ କରିଥିଲା । ଏହାପରେ କ୍ୟାପଟେନ ପଦରୁ ସର୍ଫରାଜଙ୍କୁ ହଟାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସଂକେତ ଦେଇଥିଲା ।

କ୍ରିକେଟର ଲମ୍ବା ଫର୍ମାଟରେ ସର୍ଫାରାଜଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ଆଝାର ଅଲ୍ଲୀ କ୍ୟାପଟେନ ହୋଇପାରନ୍ତି । ୱିକେ୍ଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ଭାଇସ କ୍ୟାପଟେନ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଟି-20ରେ ମହମ୍ମଦ ହାଫିଜଙ୍କୁ କ୍ୟାପଟେନ ଦାୟିତ୍ବ ମିଳିବା ନେଇ ସମ୍ଭାବନା ରହିଛି । ଏମିତି କିଛି ସଂକେତ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର କାର୍ଯ୍ୟନିବାହୀ ଅଧିକାରୀ ୱାସିମ ଖାନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.