କାନବେରା: ଆସନ୍ତା ମେ 30ରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ। ତେବେ ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଜର୍ସି ଉନ୍ମୋଚନ କରିଛି । ଭାରତ ପରେ ପରେ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ୍ ପାଇଁ ନୂଆ ଜର୍ସି ରିଲିଜ୍ କରିଛି। କିନ୍ତୁ ଏଯାଏଁ ବିଶ୍ବ କପ୍ ପାଇଁ ଟିମ୍ ଘୋଷଣା କରି ନାହାଁନ୍ତି ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ।
-
Introducing the new shirt to take on the worlds best! The countdown is on for the World Cup! https://t.co/qIL117ecce #ReachTheUnreachable #MoveAsOne @CricketAus @Gmaxi_32 pic.twitter.com/fj2ZqoD6oY
— ASICS Australia (@ASICSaustralia) April 9, 2019 " class="align-text-top noRightClick twitterSection" data="
">Introducing the new shirt to take on the worlds best! The countdown is on for the World Cup! https://t.co/qIL117ecce #ReachTheUnreachable #MoveAsOne @CricketAus @Gmaxi_32 pic.twitter.com/fj2ZqoD6oY
— ASICS Australia (@ASICSaustralia) April 9, 2019Introducing the new shirt to take on the worlds best! The countdown is on for the World Cup! https://t.co/qIL117ecce #ReachTheUnreachable #MoveAsOne @CricketAus @Gmaxi_32 pic.twitter.com/fj2ZqoD6oY
— ASICS Australia (@ASICSaustralia) April 9, 2019
2015 ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆର ନୂଆ ଜର୍ସିରେ ଏବେ ହଳଦିଆ ଏବଂ ସବୁଜ ରଙ୍ଗ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ନୂଆ ଜର୍ସି ପିନ୍ଧି ଫଟୋ ସେୟାର କରିଛନ୍ତି । ଅଷ୍ଟ୍ରେଲିଆର ନୂଆ ଜର୍ସିକୁ ASICS ବ୍ରାଣ୍ଡ ତିଆରି କରିଛି ।
-
Australia's #CWC kit unveiled!
— ICC (@ICC) April 9, 2019 " class="align-text-top noRightClick twitterSection" data="
😍 or 🤔? https://t.co/Fg9QXgXce7
">Australia's #CWC kit unveiled!
— ICC (@ICC) April 9, 2019
😍 or 🤔? https://t.co/Fg9QXgXce7Australia's #CWC kit unveiled!
— ICC (@ICC) April 9, 2019
😍 or 🤔? https://t.co/Fg9QXgXce7
ସୂଚନାଥାଉକି, କଙ୍ଗାରୁ ଦଳ ତା'ର ପ୍ରଥମ ମ୍ୟାଚ୍ ଅଫଗାନିସ୍ଥାନ ବିପକ୍ଷରେ 1ଜୁନ୍ରେ ଖେଳିବ ।