ETV Bharat / sports

ପ୍ରଥମ ଦିନିକିଆ: ଲଗାତାର ତୃତୀୟ ଥର ଟସ ଜିତିଲା ଅଷ୍ଟ୍ରେଲିଆ

author img

By

Published : Mar 2, 2019, 1:45 PM IST

କଙ୍ଗାରୁ କ୍ୟାପ୍ଟେନ ଆରୋନ ଫିଞ୍ଚ ଲଗାତାର ତୃତୀୟ ଥର ଟସ ଜିତିଛନ୍ତି । ପୂର୍ବରୁ ଶେଷ 2ଟି ଟ୍ୱେଣ୍ଟି20ରେ ମଧ୍ୟ ସେ ଟସ ଜିତିଥିଲେ । ଏପରି ପ୍ରଥମ ଥର ହୋଇଛି ଯେ କୋହଲି କ୍ରମାଗତ ଭାବେ 3ଟି ଅନ୍ତର୍ଜାତୀୟ ମ୍ୟାଚରେ ଟସ ହାରିଛନ୍ତି ।

ଫାଇଲ ଫଟୋ

ହାଇଦ୍ରାବାଦ: ଆଜି ଏଠାରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଆଉ ଅଳ୍ପ କିଛି ସମୟ ମଧ୍ୟରେ ମ୍ୟାଚ ଆରମ୍ଭ ହେବ । ତେବେ ଶେଷ ଖବର ଅନୁସାରେ କଙ୍ଗାରୁ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହାସହ କଙ୍ଗାରୁ କ୍ୟାପ୍ଟେନ ଆରୋନ ଫିଞ୍ଚ ଲଗାତାର ତୃତୀୟ ଥର ଟସ ଜିତିଛନ୍ତି । ପୂର୍ବରୁ ଶେଷ 2ଟି ଟ୍ୱେଣ୍ଟି20ରେ ମଧ୍ୟ ସେ ଟସ ଜିତିଥିଲେ । ଏପରି ପ୍ରଥମ ଥର ହୋଇଛି ଯେ କୋହଲି କ୍ରମାଗତ ଭାବେ 3ଟି ଅନ୍ତର୍ଜାତୀୟ ମ୍ୟାଚରେ ଟସ ହାରିଛନ୍ତି । ତେବେ ଟସ ଜିତି ଭ୍ରମଣକାରୀ ଦଳ ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଛି ।

ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଏହା ଭାରତର ଶେଷ ପ୍ରସ୍ତୁତି । ଆଉ ଭାରତ ମାଟିରେ ଘରୋଇ ଦଳକୁ କଡା ଟକ୍କର ଦେବାକୁ କଙ୍ଗାରୁ ଦଳ ମଧ୍ୟ ଯୋଜନା ତିଆରି କରିଛି । ବିଶ୍ୱର 2 ନମ୍ବର ଦଳ ବିପକ୍ଷରେ କଡା ମୁକାବିଲା ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତି କରିଛି । ଟ୍ୱେଣ୍ଟି20 ସିରିଜ ହାରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜ ଜିତିବାକୁ ନିଶ୍ଚୟ ଚେଷ୍ଟା କରିବ ।

ଭାରତୀୟ ଏକାଦଶ: ଶିଖର ଧୱନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ୱାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱିକେଟକିପର), କେଦାର ଯାଦବ, ବିଜୟ ଶଙ୍କର, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।

  • 1st ODI. Australia XI: A Finch, U Khawaja, M Stoinis, P Handscomb, G Maxwell, A Turner, A Carey, N Coulter-Nile, P Cummins, J Behrendorff, A Zampa https://t.co/MaGLAXFqZP #IndvAus

    — BCCI (@BCCI) March 2, 2019 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ(ଅଧିନାୟକ), ଆଲେକ୍ସ କେରୀ(ୱିକେଟକିପର), ଡି ଅର୍ସି ସର୍ଟ, ପିଟର ହ୍ୟାଣ୍ଡସକମ୍ୱ, ଆଶ୍ଟନ ଟର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ନାଥନ କାଉଣ୍ଟର ନାଇଲ, ପ୍ୟାଟ କମିନ୍ସ, ଆଡାମ ଜମ୍ପା, ଜାସନ ବେହରନଡର୍ଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.