ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ପିଙ୍କ୍ ବଲ୍ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନ ଖେଳରେ ଚା' ପାନ ବିରତି ସୁଦ୍ଧା ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆର ସ୍କୋର 5 ୱିକେଟ ହରାଇ 92 ରହିଛି ।
-
Australia go to the dinner break five wickets down #AUSvIND
— cricket.com.au (@cricketcomau) December 18, 2020 " class="align-text-top noRightClick twitterSection" data="
SCORECARD: https://t.co/LGCJ7zSdrY pic.twitter.com/1DvVR5W3Bb
">Australia go to the dinner break five wickets down #AUSvIND
— cricket.com.au (@cricketcomau) December 18, 2020
SCORECARD: https://t.co/LGCJ7zSdrY pic.twitter.com/1DvVR5W3BbAustralia go to the dinner break five wickets down #AUSvIND
— cricket.com.au (@cricketcomau) December 18, 2020
SCORECARD: https://t.co/LGCJ7zSdrY pic.twitter.com/1DvVR5W3Bb
ଫଳରେ 100 ରନ ମଧ୍ୟରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂଘର୍ଷ କରୁଛି ଘରୋଇ ଦଳ । ତେବେ ମାର୍ନସ ଲାବୁସାନ 46 ଓ କ୍ୟାପଟେନ ଟିମ ପେଇନ 26 ରନରେ ବ୍ୟାଟିଂ କରୁଛନ୍ତି ।
-
Cameron Green's debut innings was stopped short by an absolute classic from Virat Kohli - and the Indian captain enjoyed it a lot! #OhWhatAFeeling@toyota_Aus | #AUSvIND pic.twitter.com/krXXaZI1at
— cricket.com.au (@cricketcomau) December 18, 2020 " class="align-text-top noRightClick twitterSection" data="
">Cameron Green's debut innings was stopped short by an absolute classic from Virat Kohli - and the Indian captain enjoyed it a lot! #OhWhatAFeeling@toyota_Aus | #AUSvIND pic.twitter.com/krXXaZI1at
— cricket.com.au (@cricketcomau) December 18, 2020Cameron Green's debut innings was stopped short by an absolute classic from Virat Kohli - and the Indian captain enjoyed it a lot! #OhWhatAFeeling@toyota_Aus | #AUSvIND pic.twitter.com/krXXaZI1at
— cricket.com.au (@cricketcomau) December 18, 2020
ପ୍ରଥମ ସେସନରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଦୁଇ ଅଷ୍ଟ୍ରେଲୀୟ ଓପନରଙ୍କୁ ପାଭିଲିୟନ ଫେରାଇଦେଇଥିଲେ । ପରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଘାତକ ବୋଲିଂ ସହ 3ଟି ଶିକାର କରିଥିଲେ । ଏହା ମଧ୍ୟରେ ଷ୍ଟିଭ ସ୍ମିଥଙ୍କ ଗୁରୁତ୍ବପୂର୍ଣ୍ଣ ୱିକଟ ମଧ୍ୟ ସାମିଲ ରହିଛି ।
ଅଶ୍ବିନ ଏଯାବତ ମୋଟ 11 ଓଭର ବୋଲିଂ କରି 3ଟି ମେଡେନ ଓ 27 ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଛନ୍ତି । ବୁମରା 14 ଓଭର ବୋଲିଂ କରି 7ଟି ମେଡେନ ସହ 21 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଛନ୍ତି ।
ପୂର୍ବରୁ ଭାରତୀୟ ଟିମ ପ୍ରଥମ ଦିନର ଅସମାପ୍ତ ସ୍କୋର 233/6ରୁ ଖେଳ ଆରମ୍ଭ କରିଥିଲା । ତେବେ 244 ରନରେ ସମସ୍ତ ୱିକେଟ ହରାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ