ETV Bharat / sports

AUS vs IND 1st T20: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଡେବ୍ୟୁ କଲେ ଟି ନଟରାଜନ - debut match

3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଆଜି ହେଉଛି 1ମ ମ୍ୟାଚ । ଭାରତ ବିପକ୍ଷରେ ଟସ୍‌ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଛି ।

AUS vs IND 1st T20: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଡେବ୍ୟୁ କଲେ ଟି ନଟରାଜନ

author img

By

Published : Dec 4, 2020, 1:35 PM IST

କାନବେରା: ମାନୁକା ଓଭାଲ ଷ୍ଟାଡିୟମରେ ଭାରତ ବିପକ୍ଷରେ ଟସ୍‌ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଛି । 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଆଜି ହେଉଛି 1ମ ମ୍ୟାଚ । ଭାରତୀୟ ଦଳ ଦିନିକିଆ ସିରିଜରେ ପରାଜିତ ହେବାପରେ ଟି-20 ସିରିଜ ହାତେଇବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ।

  • Australia have opted to bowl first in the T20I opener!

    🇦🇺 D'Arcy Short is set to open for Australia alongside Aaron Finch!

    🇮🇳 T Natarajan is now set to make his T20I debut 🙌#AUSvINDpic.twitter.com/fM1CmrujhZ

    — ICC (@ICC) December 4, 2020 " class="align-text-top noRightClick twitterSection" data=" ">

ଭାରତୀୟ ଦଳ ପକ୍ଷରୁ ଟି-20 ମ୍ୟାଚରେ ଆଜି ଡେବ୍ୟୁ ମ୍ୟାଚ ଖେଳିବାକୁ ଯାଉଛନ୍ତି ଟି ନଟରାଜନ ।

ଚୁଡାନ୍ତ ଏକାଦଶ:-

ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, କେଏଲ ରାହୁଲ (ୱିକେଟ କିପର), ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ବାସିଂଟନ ସୁନ୍ଦର. ଦୀପକ ଚହର, ମହମ୍ମଦ ସାମି, ଟି ନଟରାଜନ

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରୀ(ୱିକେଟ କିପର), ଆଡାମ ଜାମ୍ପା, ଜସ ହେଜେଲଉଡ, ସିନ ଆବଟ୍ଟ, ଆଷ୍ଟନ ଅଗର, କେମରନ ଗ୍ରୀନ, ମୋଇସେସ ହେନେରିକ୍ସ।, ଷ୍ଟାର୍କ, ମାଥ୍ୟୁ,ଆର୍ସି ସର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.