ସିଡନୀ: ଦୀର୍ଘ 8ମାସ ପରେ ଭାରତୀୟ ଦଳ ଆଜି ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । ତେବେ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏପଟେ 50 ପ୍ରତିଶତ ଦର୍ଶକଙ୍କୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାର ଅନୁମତି ମିଳିଛି ।
-
India fan cheering on at the SCG 💙💙#AUSvIND pic.twitter.com/l8cLjkJ0P4
— BCCI (@BCCI) November 27, 2020 " class="align-text-top noRightClick twitterSection" data="
">India fan cheering on at the SCG 💙💙#AUSvIND pic.twitter.com/l8cLjkJ0P4
— BCCI (@BCCI) November 27, 2020India fan cheering on at the SCG 💙💙#AUSvIND pic.twitter.com/l8cLjkJ0P4
— BCCI (@BCCI) November 27, 2020
ଏପଟେ ଭାରତୀୟ ଦଳ ନୂଆ ଜର୍ସିରେ ଗ୍ରାଉଣ୍ଡକୁ ଓହ୍ଲାଉଛି । ଏଥିସହ ଉଭୟ ଦଳ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍ ସୋନ୍ସଙ୍କ ସମ୍ମାନରେ କଳାପଟି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରଓ୍ବାଲ ଓପୋନିଂ କରିବେ । ଏଥିସହ ବିରାଟ ବାହିନୀଙ୍କ ଚୁଡାନ୍ତ ଏକାଦଶରେ ମନିଷ ପାଣ୍ଡେ, ଶୁଭମନ ଗିଲ, ଶାର୍ଦ୍ଦୁଳ ଠାକୁର, ନଟରାଜନ ଓ ସାମସନଙ୍କୁ ସାମିଲ କରାଯାଉ ନାହିଁ ।
-
#TeamIndia are sporting black armbands to pay their tributes to Dean Jones and in memory of Phillip Hughes, who passed away on this day six years ago.#AUSvIND pic.twitter.com/0O8wJT5VIq
— BCCI (@BCCI) November 27, 2020 " class="align-text-top noRightClick twitterSection" data="
">#TeamIndia are sporting black armbands to pay their tributes to Dean Jones and in memory of Phillip Hughes, who passed away on this day six years ago.#AUSvIND pic.twitter.com/0O8wJT5VIq
— BCCI (@BCCI) November 27, 2020#TeamIndia are sporting black armbands to pay their tributes to Dean Jones and in memory of Phillip Hughes, who passed away on this day six years ago.#AUSvIND pic.twitter.com/0O8wJT5VIq
— BCCI (@BCCI) November 27, 2020
-
#TeamIndia took part in the Barefoot Circle ceremony pledging their support against racism and joined Australia in acknowledging traditional owners of the land. #AUSvIND pic.twitter.com/xk52ZXnERk
— BCCI (@BCCI) November 27, 2020 " class="align-text-top noRightClick twitterSection" data="
">#TeamIndia took part in the Barefoot Circle ceremony pledging their support against racism and joined Australia in acknowledging traditional owners of the land. #AUSvIND pic.twitter.com/xk52ZXnERk
— BCCI (@BCCI) November 27, 2020#TeamIndia took part in the Barefoot Circle ceremony pledging their support against racism and joined Australia in acknowledging traditional owners of the land. #AUSvIND pic.twitter.com/xk52ZXnERk
— BCCI (@BCCI) November 27, 2020
ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରଓ୍ବାଲ, ଶିଖର ଧାୱନ, ଲୋକେଶ ରାହୁଲ(ଓ୍ବିକେଟକିପର), ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରା, ମହମ୍ମଦ ସାମି,ୟୁଜବେନ୍ଦ୍ର ଚହଲ,ନବଦୀପ ସାଇନି ।
ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋନିସ, ମାର୍ନସ ଲବୁସାନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଅଲକ୍ସ କ୍ୟାରୀ, ପାଟ କମିନ୍ସ, ମିଚେଲ ଷ୍ଟାର୍କ,ଆଡାମ ଜାମ୍ପା, ଜୋସ ହାଜେଲଉଡ ।