ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ମ୍ୟାଚରେ ଟସ୍‌ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

author img

By

Published : Nov 27, 2020, 11:23 AM IST

ଦୀର୍ଘ 8ମାସ ପରେ ଭାରତୀୟ ଦଳ ଆଜି ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । 50ପ୍ରତିଶତ ଦର୍ଶକଙ୍କୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାର ଅନୁମତି ମିଳିଛି ।

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ମ୍ୟାଚରେ ଟସ୍‌ ଜିତି କଙ୍ଗାରୁଦଳର ବ୍ୟାଟିଂ ନିଷ୍ପତ୍ତି

ସିଡନୀ: ଦୀର୍ଘ 8ମାସ ପରେ ଭାରତୀୟ ଦଳ ଆଜି ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । ତେବେ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏପଟେ 50 ପ୍ରତିଶତ ଦର୍ଶକଙ୍କୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାର ଅନୁମତି ମିଳିଛି ।

ଏପଟେ ଭାରତୀୟ ଦଳ ନୂଆ ଜର୍ସିରେ ଗ୍ରାଉଣ୍ଡକୁ ଓହ୍ଲାଉଛି । ଏଥିସହ ଉଭୟ ଦଳ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍‌ ସୋନ୍ସଙ୍କ ସମ୍ମାନରେ କଳାପଟି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରଓ୍ବାଲ ଓପୋନିଂ କରିବେ । ଏଥିସହ ବିରାଟ ବାହିନୀଙ୍କ ଚୁଡାନ୍ତ ଏକାଦଶରେ ମନିଷ ପାଣ୍ଡେ, ଶୁଭମନ ଗିଲ, ଶାର୍ଦ୍ଦୁଳ ଠାକୁର, ନଟରାଜନ ଓ ସାମସନଙ୍କୁ ସାମିଲ କରାଯାଉ ନାହିଁ ।

ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରଓ୍ବାଲ, ଶିଖର ଧାୱନ, ଲୋକେଶ ରାହୁଲ(ଓ୍ବିକେଟକିପର), ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରା, ମହମ୍ମଦ ସାମି,ୟୁଜବେନ୍ଦ୍ର ଚହଲ,ନବଦୀପ ସାଇନି ।

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋନିସ, ମାର୍ନସ ଲବୁସାନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଅଲକ୍ସ କ୍ୟାରୀ, ପାଟ କମିନ୍ସ, ମିଚେଲ ଷ୍ଟାର୍କ,ଆଡାମ ଜାମ୍ପା, ଜୋସ ହାଜେଲଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.