ETV Bharat / sports

ଗୋଟିଏ ଓ୍ବିକେଟ ଦୂରରେ ଅଶ୍ବିନ, ରଚିବେ ବିଶ୍ବ ରେକର୍ଡ - world record

ଗୋଟିଏ ଓ୍ବିକେଟ ହାସଲ ପରେ ଭାରତୀୟ ସ୍ପିନର ଅଶ୍ବିନ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲୀଧରନଙ୍କ ରେକର୍ଡ ସହ ସମକକ୍ଷ ହୋଇଯିବେ । 2001 ମସିହାରେ ମୁରଲିଧରନ 66ତମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଖେଳି 350 ଓ୍ବିକେଟ ଅକ୍ତିଆର କରିଥିଲେ ।

world record
author img

By

Published : Oct 5, 2019, 10:17 PM IST

ବିଶାଖାପାଟନମ: ବିଶ୍ବ ରେକର୍ଡ ପାଇଁ ଆଉ ମାତ୍ର ଦରକାର ଗୋଟିଏ ଓ୍ବିକେଟ । ଏହାପରେ ରବିଚନ୍ଦ୍ରନ ଅଶ୍ବିନ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲୀଧରନଙ୍କ ରେକର୍ଡ ସହ ସମକକ୍ଷ ହୋଇଯିବେ ।

ସୂଚନାଥାଉକି, ଅଶ୍ବିନ ନିଜର 66ତମ ଟେଷ୍ଟ ମ୍ୟାଚ ଦ.ଆଫ୍ରିକା ବିପକ୍ଷରେ ଖେଳୁଛନ୍ତି । ଏହି ମ୍ୟାଚରେ ଆଉ ଗୋଟିଏ ଓ୍ବିକେଟ ହାସଲ କରିବା ପରେ ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଦ୍ରୁତତମ ବୋଲର ଭାବେ 350 ଓ୍ବିକେଟ ହାସଲ କରିବାର 2ୟଖେଳାଳି ହୋଇଯିବେ ।

2001 ମସିହାରେ ମୁରଲିଧରନ 66ତମ ଟେଷ୍ଟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳି ନିଜ ନାଁରେ 350 ଓ୍ବିକେଟର ରେକର୍ଡ କରିଥିଲେ । ତେବେ ଭାରତୀୟ ସ୍ପିନର ଅଶ୍ବିନ ଦ.ଆଫ୍ରିକା ବିପକ୍ଷରେ ଏହି ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.