ETV Bharat / sports

ଆଷ୍ଟନ ଅଗରଙ୍କ ସର୍ବକାଳୀନ ଶ୍ରେଷ୍ଠ ବିଶ୍ବ ଏକାଦଶ ଟିମରେ ସଚିନ-ସେହ୍ବାଗ

author img

By

Published : Apr 23, 2020, 2:58 PM IST

ଅଷ୍ଟ୍ରେଲିଆ ସ୍ପିନର ଆଷ୍ଟନ ଅଗର ନିଜର ସର୍ବକାଳୀନ ଶ୍ରେଷ୍ଠ ବିଶ୍ବ ଏକାଦଶ ଟିମ ଘୋଷଣା କରିଛନ୍ତି । ଏହି ଟିମରେ ଭାରତର ଦୁଇ ମହାନ ଖେଳାଳି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗ ସ୍ଥାନ ପାଇଛନ୍ତି ।

Ashton Agar picks Sachin Sehwag, Pointing in his All-time World XI
ଆଷ୍ଟନ ଅଗରଙ୍କ ସର୍ବକାଳୀନ ଶ୍ରେଷ୍ଠ ବିଶ୍ବ ଏକାଦଶ ଟିମରେ ସଚିନ-ସେହ୍ବାଗ

ସିଡନି: ଅଷ୍ଟ୍ରେଲିଆ ସ୍ପିନର ଆଷ୍ଟନ ଅଗର ନିଜର ସର୍ବକାଳୀନ ଶ୍ରେଷ୍ଠ ବିଶ୍ବ ଏକାଦଶ ଟିମ ଘୋଷଣା କରିଛନ୍ତି । ଏହି ଟିମରେ ଭାରତର ଦୁଇ ମହାନ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି ଅଗର । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗ ଦୁଇ ଭାରତୀୟ କ୍ରିକେଟଚର ଭାବେ ଅଗରଙ୍କ ଟିମରେ ସ୍ଥାନ ପାଇଛନ୍ତି ।

ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଜଷ୍ଟିନ ଲାଙ୍ଗରଙ୍କ ସହ ସେହ୍ବାଗଙ୍କୁ ଚୟନ କରିଛନ୍ତି ଅଗର । ଅଷ୍ଟ୍ରେଲିଆର ପୂର୍ବତନ ରିକି ପଏଣ୍ଟିଂଙ୍କୁ ଟିମର କ୍ୟାପଟେନ ଚୟନ କରିଛନ୍ତି ଅଗର ।

ନଜର ପକାନ୍ତୁ ଆଷ୍ଟନ ଅଗରଙ୍କ ସର୍ବକାଳୀନ ଶ୍ରେଷ୍ଠ ବିଶ୍ବ ଏକାଦଶ ଟିମ:

ଜଷ୍ଟିନ ଲାଙ୍ଗର, ବିରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ବ୍ରାଏଲ ଲାରା, ରିକି ପଏଣ୍ଟିଂ(କ୍ୟାପଟେନ), ଭିଭି ରିଚାର୍ଡ୍ସ, ଆଡାମ ଗିଲଖ୍ରୀଷ୍ଟ(ୱିକେଟ କିପର), ବ୍ରେଟ ଲି, ସେନ ୱାର୍ଣ୍ଣେ, ସୋଏବ ଅଖତର. ରଙ୍ଗନା ହେରାଥ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.