ETV Bharat / sports

ଆସେସ ସିରିଜ: ବିରାଟଙ୍କୁ ପଛରେ ପକାଇଲେ ସ୍ମିଥ - ବିରାଟ୍ କୋହଲି

ସ୍ମିଥ୍ ମାତ୍ର 119ଟି ଇନିଂସରେ ୨୫ଟି ଶତକ ହାସଲ କରିଛନ୍ତି । ଏମିତି କରି ସେ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି । ବିରାଟ 127ଟି ଇନିଂସରେ 25 ଟେଷ୍ଟ ଶତକ ପୂରଣ କରିଥିଲେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 4, 2019, 11:42 PM IST

ଏଜବାଷ୍ଟନ୍: ଆସେସ ସିରିଜରେ ସ୍ମିଥଙ୍କ ଜଲୱା । ବଲ ଟାମ୍ପରିଂ ବିବାଦ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ ଆସେସ ସିରିଜରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ରବିବାର ସିରିଜର ପ୍ରଥମ ମ୍ୟାଚରେ 2ୟ ଶତକ ଯୋଡିବା ପରେ ତାଙ୍କ ଟେଷ୍ଟ କ୍ରିକେଟର ଶତକ ସଂଖ୍ୟା 25କୁ ପହଁଚିଛି । ଆଉ ଏମିତି କରିବାରେ ସ୍ମିଥ ଟେଷ୍ଟ କ୍ରିକେଟର 2ୟ ବ୍ୟାଟ୍ସମ୍ୟାନ ବନିଛନ୍ତି ।

Steve Smith
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସ୍ମିଥ୍ ମାତ୍ର 119ଟି ଇନିଂସରେ ୨୫ଟି ଶତକ ହାସଲ କରିଛନ୍ତି । ଏମିତି କରି ସେ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି । ବିରାଟ 127ଟି ଇନିଂସରେ 25 ଟେଷ୍ଟ ଶତକ ପୂରଣ କରିଥିଲେ । ଏହାସହ ସ୍ମିଥ୍ ପଞ୍ଚମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆସେସ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି ।

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର 130 ଇନିଂସରେ 25ତମ ଟେଷ୍ଟ ଶତକ ପୂରଣ କରିଥିଲେ । ତେବେ ଏହି ମାମଲାରେ ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନ୍ ମାତ୍ର 68 ଇନିଂସରେ ୨୫ଟି ଶତକ ମାରି ଏହା ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.