ETV Bharat / sports

ଆସେସ: କଙ୍ଗାରୁ ଶିକାର କଲେ ଷ୍ଟୋକ୍‌, ମନେ ପକାଇଲେ ବିଶ୍ବକପ ଫାଇନାଲ ମ୍ୟାଚ

ସମ୍ମାନଜନକ ଆସେସ ଟେଷ୍ଟର 3ୟ ମ୍ୟାଚକୁ 1 ୱିକେଟରେ ଜିତି ନେଇଛି ଘରୋଇ ଇଂଲଣ୍ଡ । ମ୍ୟାଚରେ ଅବିଶ୍ବସନୀୟ ପ୍ରତ୍ୟାର୍ବତନ କରି ଅତିଥି ଅଷ୍ଟ୍ରେଲିଆ ମୁହଁରୁ ଛଡାଇ ଆଣିଛି ମ୍ୟାଚ । ମ୍ୟାଚରେ ବେନ ଷ୍ଟୋକଙ୍କ ଏକତରଫା ପ୍ରଦର୍ଶନ ମନେ ପକାଇ ଦେଇଛି ବିଶ୍ବକପ ଫାଇନାଲ ମ୍ୟାଚର ତାଙ୍କ କାଣ୍ଡକୁ ।

author img

By

Published : Aug 25, 2019, 10:16 PM IST

ଫଟୋ ସୌଜନ୍ୟ- ଡିଜାଇନ ଫଟୋ

ଲିଡ୍ସ୍‌: ବେନ ଷ୍ଟୋକ୍ସଙ୍କ ରନ ବର୍ଷା । କଙ୍ଗାରୁ ଦଳ ମୁହଁରୁ ଛଡାଇ ଆଣିଲେ ମ୍ୟାଚ । ମନେପକାଇ ଦେଲେ ବିଶ୍ବକପ ଫାଇନାଲ ମ୍ୟାଚର ସେହି ରୋମାଞ୍ଚକ ମୁହୁର୍ତ୍ତ । ଏକାକି ଦଳକୁ ଦେଲେ ବିଜୟ । ଆରମ୍ଭ ହେଲା ଇଂଲଣ୍ଡର ଆସେସ ବିଜୟ ଅଭିଯାନ । ସିରିଜ ଏବେ 1-1ରେ ବରାବର ।

Ashes 2019
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସମ୍ମାନଜନକ ଆସେସ ଟେଷ୍ଟର 3ୟ ମ୍ୟାଚକୁ 1 ୱିକେଟରେ ଜିତି ନେଇଛି ଘରୋଇ ଇଂଲଣ୍ଡ । ମ୍ୟାଚରେ ଆବିଶ୍ବସନୀୟ ପ୍ରତ୍ୟାର୍ବତନ କରି ଅତିଥି ଅଷ୍ଟ୍ରେଲିଆ ମୁହଁରୁ ଛଡାଇ ଆଣିଛି ମ୍ୟାଚ । ମ୍ୟାଚରେ ବେନ ଷ୍ଟୋକଙ୍କ ଏକତରଫା ପ୍ରଦର୍ଶନ ମନେ ପକାଇ ଦେଇଛି ବିଶ୍ବକପ ଫାଇନାଲ ମ୍ୟାଚର ତାଙ୍କ କାଣ୍ଡକୁ ।

Ashes 2019
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପ୍ରଥମ ଇଂନିସରେ ଲଜ୍ୟାଜନକ ଦଳୀୟ ରେକର୍ଡର ସର୍ବନିମ୍ନ ସ୍କୋର 67ରନ କରିଥିଲା ଘରୋଇ ଇଂଲଣ୍ଡ ଦଳ । ମାତ୍ର 2ୟ ଇଂନିସରେ ବେନ ଷ୍ଟୋକ୍ସଙ୍କ ଏକତରଫା ପାଳ ଦଳକୁ ଭେଟି ଦେଇଛି ଏହି ବିଜୟ । ବିଜୟ ପାଇଁ 359 ରନ୍‌ର ଟାର୍ଗେଟ ମିଳିଥିଲା ଘରୋଇ ଦଳକୁ । ତେବେ 286 ରନ୍‌ରେ 9ଟି ୱିକେଟ୍‌ ହରାଇ ସଂକଟରେ ପଡିଯାଇଥିଲା ଦଳ । ମାତ୍ର ପରେ ଆରମ୍ଭ ହେଲା ବେନ ଷ୍ଟୋକ୍ସଙ୍କ ସେହି ବିଶ୍ବକପ ଫାଇନାଲ ମ୍ୟଚର ପାଳି ।

ଷ୍ଟୋକ୍ସ ଗୋଟିଏ ପଟେ ବଡ଼ ଶର୍ଟ୍‌ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ । ତେବେ ଶେଷ ମୁହୁର୍ତ୍ତରେ ଅଷ୍ଟ୍ରେଲିଆ ଖେଳାଳିଙ୍କ କେତେକ ଭୁନ ନିଷ୍ପତି ଦଳକୁ ମହଙ୍ଗା ପଡିଥିଲା । ତେବେ 219ଟି ବଲ ଖେଳିଥିବା ଷ୍ଟୋକ୍ସ 135ରନର ବିଜୟ ପାଳି ଖେଳିଥିଲେ । ସେହିପରି ଶେଷ ୱିକେଟ ଭାବେ ବ୍ୟାଟିଂ ଆସିଥିବା ଜ୍ୟାକ୍ ଲିଚ୍ 17ଟି ବଲ୍ ଖେଳି 1 ରନ୍ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.