ETV Bharat / sports

PSL-5 ଚମ୍ପିଆନ କରାଚି କିଙ୍ଗସ୍ ଖେଳାଳିଙ୍କୁ ଉପହାରରେ ମିଳିବ ଆପାର୍ଟମେଣ୍ଟ

author img

By

Published : Nov 19, 2020, 3:04 PM IST

ପାକିସ୍ତାନ ସୁପର ଲିଗର 5ମ ସଂସ୍କରଣର ଟାଇଟଲ ହାତେଇଥିବା କରାଚି କିଙ୍ଗ୍ସର ସମସ୍ତ ଖେଳାଳିଙ୍କୁ ଉପହାରରେ ଆପାର୍ଟମେଣ୍ଟ ମିଳିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

PSL-5 ଚମ୍ପିଆନ କରାଚି କିଙ୍ଗ୍ସ ପ୍ଲେୟାରଙ୍କୁ ଉପହାରରେ ମିଳିବ ଆପାର୍ଟମେଣ୍ଟ

କରାଚି: ପାକିସ୍ତାନ ସୁପର ଲିଗର 5ମ ସଂସ୍କରଣର ଟାଇଟଲ ହାତେଇଥିବା କରାଚି କିଙ୍ଗ୍ସର ସମସ୍ତ ଖେଳାଳିଙ୍କୁ ଉପହାରରେ ଆପାର୍ଟମେଣ୍ଟ ମିଳିବ । ପାକିସ୍ତାନ ପତ୍ରକାରଙ୍କ ମୁତାବକ, କରାଚି କିଙ୍ଗ୍ସର ମାଲିକ ଏହାର ଘୋଷଣା କରିଛନ୍ତି ।

ସୂଚନାଥାଉକି, ଗତ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚରେ ଲାହୋରକୁ 5 ଓ୍ବିକେଟରେ ହରାଇଥିଲା କରାଚି କିଙ୍ଗ୍ସ ।

ତେବେ ଏହି ସିଜିନର ଚମ୍ପିଆନ ଟିମର ଅଧିନାୟକ ଇମାଦ ଓ୍ବାସିମ ଟିମର ପୂର୍ବତନ କୋଚ ଡିନ ଜନ୍ସଙ୍କ ପ୍ରଂଶାସ କରିଥିଲେ । ତେବେ ଅଷ୍ଟ୍ରେଲିଆର ଜନ୍ସ ଆଇପିଏଲର କମେଣ୍ଟ୍ରୀ ଟିମରେ ସାମିଲ ଥିଲେ । ଗତ କିଛି ଦିନ ତଳେ ତାଙ୍କର ହୃଦଘାତରେ ନିଧନ ହୋଇଛି ।

ମ୍ୟାଚ ପରେ ଇମାଦ କହିଥିଲେ ଯେ, ଡିନ ଜନ୍ସଙ୍କୁ ଏହି ବିଜୟର ଶ୍ରେୟ ଦେବାକୁ ଚାହୁଁଛି । କାରଣ ସେ ଆମକୁ ଯାହା ଶିଖେଇଥିଲେ ସେପରି ବିଶ୍ବରେ କିଛି ଜଣ କୋଚ ଶିଖେଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.