କରାଚି: ପାକିସ୍ତାନ ସୁପର ଲିଗର 5ମ ସଂସ୍କରଣର ଟାଇଟଲ ହାତେଇଥିବା କରାଚି କିଙ୍ଗ୍ସର ସମସ୍ତ ଖେଳାଳିଙ୍କୁ ଉପହାରରେ ଆପାର୍ଟମେଣ୍ଟ ମିଳିବ । ପାକିସ୍ତାନ ପତ୍ରକାରଙ୍କ ମୁତାବକ, କରାଚି କିଙ୍ଗ୍ସର ମାଲିକ ଏହାର ଘୋଷଣା କରିଛନ୍ତି ।
-
Team Owner #KarachiKings #SalmanIqbal with #CEO #TariqWasi & the entire team at the cake cutting ceremony in celebration of becoming the #ChampionOfPSL5 @Salman_ARY @tariqwasi @simadwasim @wasimakramlive pic.twitter.com/TPOo97otNS
— Karachi Kings (@KarachiKingsARY) November 17, 2020 " class="align-text-top noRightClick twitterSection" data="
">Team Owner #KarachiKings #SalmanIqbal with #CEO #TariqWasi & the entire team at the cake cutting ceremony in celebration of becoming the #ChampionOfPSL5 @Salman_ARY @tariqwasi @simadwasim @wasimakramlive pic.twitter.com/TPOo97otNS
— Karachi Kings (@KarachiKingsARY) November 17, 2020Team Owner #KarachiKings #SalmanIqbal with #CEO #TariqWasi & the entire team at the cake cutting ceremony in celebration of becoming the #ChampionOfPSL5 @Salman_ARY @tariqwasi @simadwasim @wasimakramlive pic.twitter.com/TPOo97otNS
— Karachi Kings (@KarachiKingsARY) November 17, 2020
ସୂଚନାଥାଉକି, ଗତ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚରେ ଲାହୋରକୁ 5 ଓ୍ବିକେଟରେ ହରାଇଥିଲା କରାଚି କିଙ୍ଗ୍ସ ।
ତେବେ ଏହି ସିଜିନର ଚମ୍ପିଆନ ଟିମର ଅଧିନାୟକ ଇମାଦ ଓ୍ବାସିମ ଟିମର ପୂର୍ବତନ କୋଚ ଡିନ ଜନ୍ସଙ୍କ ପ୍ରଂଶାସ କରିଥିଲେ । ତେବେ ଅଷ୍ଟ୍ରେଲିଆର ଜନ୍ସ ଆଇପିଏଲର କମେଣ୍ଟ୍ରୀ ଟିମରେ ସାମିଲ ଥିଲେ । ଗତ କିଛି ଦିନ ତଳେ ତାଙ୍କର ହୃଦଘାତରେ ନିଧନ ହୋଇଛି ।
ମ୍ୟାଚ ପରେ ଇମାଦ କହିଥିଲେ ଯେ, ଡିନ ଜନ୍ସଙ୍କୁ ଏହି ବିଜୟର ଶ୍ରେୟ ଦେବାକୁ ଚାହୁଁଛି । କାରଣ ସେ ଆମକୁ ଯାହା ଶିଖେଇଥିଲେ ସେପରି ବିଶ୍ବରେ କିଛି ଜଣ କୋଚ ଶିଖେଇବେ ।