ETV Bharat / sports

ଅମିତାଭ ବଚ୍ଚନ କୋରୋନା ପଜିଟିଭ, ଆଶୁ ଆରୋଗ୍ୟ କାମନା କଲା କ୍ରୀଡାଜଗତ - କ୍ରୀଡାଜଗତରୁ ଆଶୁ ଆରୋଗ୍ୟ କାମନା

ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ କୋରୋନା ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡିବା ପରେ କ୍ରୀଡା ଜଗତରୁ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଛି ।

Amitabh bachchan tested corona positive, sports faternity wishes speedy recovery
ବିଗବି ଅମିତାଭ ବଚ୍ଚନ କୋରୋନା ପଜିଟିଭ; କ୍ରୀଡାଜଗତରୁ ଆଶୁ ଆରୋଗ୍ୟ କାମନା
author img

By

Published : Jul 12, 2020, 2:22 PM IST

ହାଇଦ୍ରାବାଦ: ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ କୋରୋନା ସଂକ୍ରମିତ । ଏନେଇ ସେ ନିଜେ ସୂଚନା ଦେଇଥିଲେ । ପରେ ତାଙ୍କୁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବିଗବିଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଥିବ ଜଣାପଡିଛି ।

Amitabh bachchan tested corona positive, sports faternity wishes speedy recovery
ବିଗବି ଅମିତାଭ ବଚ୍ଚନ କୋରୋନା ପଜିଟିଭ; କ୍ରୀଡାଜଗତରୁ ଆଶୁ ଆରୋଗ୍ୟ କାମନା

ଏହି ଖବର ପ୍ରଚାରିତ ହେବାପରେ କ୍ରିକେଟ ଜଗତରୁ ସଚିନ ତେନ୍ଦୁଲକର, ଯୁବରାଜ ସିଂହ ଓ ସୁରେଶ ରୈନା, ମିତାଲି ରାଜ, ବିନୋଦ କାମ୍ବଲି, ମହମ୍ମଦ କୈଫଙ୍କ ସମେତ ଅନେକ କ୍ରିକେଟର ଅମିତାଭ ବଚ୍ଚନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • Heard the news about Amit ji and Abhishek suffering from COVID-19 just now. Wishing them both a speedy recovery. Get well soon. God bless 🙏

    — VINOD KAMBLI (@vinodkambli349) July 11, 2020 " class="align-text-top noRightClick twitterSection" data=" ">
  • Wishing you a speedy recovery @SrBachchan. The prayers and good wishes of the entire country are behind you. You have always been a fighter and will see this through too with your will power and resilience. Hope you get well really soon ❤️🙏🏻 https://t.co/39yqi3Mb0b

    — Yuvraj Singh (@YUVSTRONG12) July 11, 2020 " class="align-text-top noRightClick twitterSection" data=" ">
  • Distressed to hear the news . Get well soon Sir , you are fighter and like many other battles you have won in your life, I am positive you will win this one too ! #GetWellSoon https://t.co/z9KVhN66P4

    — Mithali Raj (@M_Raj03) July 11, 2020 " class="align-text-top noRightClick twitterSection" data=" ">

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର, ଶ୍ରୀଘ୍ର ସୁସ୍ଥ ହେବା ପାଇଁ ଟ୍ବିଟେ ଯୋଗେ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.