କରାଚୀ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦି, ରବିବାର ଜାତୀୟ ଟିମର ଦ୍ରୁତ ବୋଲର ସାହିନ ଆଫ୍ରିଦିଙ୍କ ସହ ନିଜ ଝିଅଙ୍କ ବିବାହ ନେଇ ସ୍ପଷ୍ଟ କରିଛନ୍ତି । ଖୁବଶୀଘ୍ର ଦୁଇ ଆଫ୍ରିଦି ପରିବାର ବନ୍ଧୁ ହେବାକୁ ଯାଉଛନ୍ତି ।
-
Alhumdulillah. Thanks Lala for your prayers. May Allah SWT make things easier for everyone. You are the pride of entire nation. https://t.co/xfQYnb0ONZ
— Shaheen Shah Afridi (@iShaheenAfridi) March 7, 2021 " class="align-text-top noRightClick twitterSection" data="
">Alhumdulillah. Thanks Lala for your prayers. May Allah SWT make things easier for everyone. You are the pride of entire nation. https://t.co/xfQYnb0ONZ
— Shaheen Shah Afridi (@iShaheenAfridi) March 7, 2021Alhumdulillah. Thanks Lala for your prayers. May Allah SWT make things easier for everyone. You are the pride of entire nation. https://t.co/xfQYnb0ONZ
— Shaheen Shah Afridi (@iShaheenAfridi) March 7, 2021
ସାହିନଙ୍କ ପରିବାର ପକ୍ଷରୁ ଆଫ୍ରିଦୀଙ୍କ ଝିଅଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥିଲା ଓ ଏହାକୁ ଗ୍ରହଣ କରିଛନ୍ତି ସାହିଦ । ଫଳରେ ଖୁବଶୀଘ୍ର ନିର୍ବନ୍ଧ ହେବ ବୋଲ ଜଣାପଡିଛି । ତେବେ ନିର୍ବନ୍ଧ ତାରିଖ ଘୋଷଣା କରାଯାଇନାହିଁ ।
ସାହିନଙ୍କ ପିତା ଏୟାଜ ଖାନ ମଧ୍ୟ ପୁଅ ପାଇଁ ଆଫ୍ରିଦୀଙ୍କ ପରିବାରକୁ ପ୍ରସ୍ତାବ ପଠାଇଥିବା ସ୍ବୀକାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ