ETV Bharat / sports

ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ଆଫଗାନିସ୍ତାନ କ୍ରିକେଟର

author img

By

Published : Jun 7, 2020, 3:32 PM IST

22 ଜଣିଆ ଆଫଗାନିସ୍ତାନ ଟିମ କାବୁଲରେ ପ୍ରାୟ ଗୋଟିଏ ମାସ ଧରି ଅଭ୍ୟାସ କରିବେ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଆଜି(ରବିବାର) ଟ୍ବିଟ ଯୋଗେ ଜଣାଇଛି ।

Afghanistan cricketers set to begin month-long training
ଖୁବଶ୍ରୀଘ୍ର ଅଭ୍ୟାସକୁ ଫେରିବେ ଆଫଗାନିସ୍ତାନ କ୍ରିକେଟର

ହାଇଦ୍ରାବାଦ: ଖୁବଶ୍ରୀଘ୍ର ଅଭ୍ୟାସକୁ ଫେରିବେ ଆଫଗାନିସ୍ତାନ କ୍ରିକେଟର । 22ଜଣିଆ ଆଫଗାନିସ୍ତାନ ଟିମ କାବୁଲରେ ପ୍ରାୟ ଗୋଟିଏ ମାସ ଧରି ଅଭ୍ୟାସ କରିବେ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଆଜି(ରବିବାର) ଟ୍ବିଟ ଯୋଗେ ଜଣାଇଛି ।

ଜୁନ 2ରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ, କ୍ୟାପଟେନ ଅସଘର ଆଫଗାନ ଓ ମୁଖ୍ୟ କୋଚ ଲେନ୍ସ କ୍ଳନ୍ସର ଟ୍ରେନିଂ କ୍ୟାମ୍ପ ଆରମ୍ଭ ନେଇ ଆଲୋଚନା କରିଥିଲେ ।

ଏହାପରେ ଚଳିତ ମାସରେ ଅଭ୍ୟାସକୁ ଫେରିବା ନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଟ୍ବିଟ ଯୋଗେ ସୂଚନା ଦେଇଥିଲା ।

ତେବେ ଅଭ୍ୟାସ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ପାଳନ ନେଇ, ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ, କୋଚ ଲେନ୍ସ କ୍ଳନ୍ସର, ମୁଖ୍ୟ ଚୟନକର୍ତ୍ତା ଆଣ୍ଡି ମୋଲସ, କ୍ୟାପଟେନ ଅସଘର ଆଫଗାନ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.