ETV Bharat / sports

ୱାଙ୍ଖେଡେ ଦିନିକିଆର ପ୍ରତିଶୋଧ ନେବ ଭାରତ: ଫିଞ୍ଚ

author img

By

Published : Jan 17, 2020, 3:52 AM IST

ମୁମ୍ବାଇ ଠାରେ ପରାଜୟର ପ୍ରତିଶୋଧ ରାଜକୋଟରେ ଭାରତ ନିଶ୍ଚୟ ନେବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ । ଅଧିକ ପଢ଼ନ୍ତୁ...

Aaron Finch On Second ODI, No Doubt That India Will Fight Back, After Mumbai Thrashing,  ୱାଙ୍ଖେଡେ ଦିନିକିଆର ପ୍ରତିଶୋଧ,  ଆରୋନ ଫିଞ୍ଚ
ୱାଙ୍ଖେଡେ ଦିନିକିଆର ପ୍ରତିଶୋଧ ନେବ ଭାରତ: ଫିଞ୍ଚ

ହାଇଦ୍ରାବାଦ: ଶୁକ୍ରବାର ଦ୍ବିତୀୟ ଦିନିକିଆରେ ଭାରତର ପାଲଟା ଆକ୍ରମଣ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଞ୍ଚ । ୱାଙ୍ଖେଡେ ଠାରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଓପନର ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣରଙ୍କ ଦମଦାର ଶତକ ବଳରେ ଭାରତକୁ 10 ୱିକେଟରେ ମାତ ଦେଇଥିଲା ଭ୍ରମଣକାରୀ ଦଳ । ତେବେ ମୁମ୍ବାଇ ଠାରେ ପରାଜୟର ପ୍ରତିଶୋଧ ରାଜକୋଟରେ ଭାରତ ନିଶ୍ଚୟ ନେବ ବୋଲି କହିଛନ୍ତି ଫିଞ୍ଚ । ‘‘ଭାରତ ଏକ ମହାନ ଦଳ ଓ କିଛି ବିଶ୍ବ ସ୍ତରୀୟ ଖେଳାଳି ସେହି ଟିମରେ ଅଛନ୍ତି ବୋଲି କହିଥିଲେ ସେ ।

ଭାରତ ଦେଇଥିବା 256 ରନର ଲକ୍ଷ୍ୟକୁ ପିଛାକରି ଡେଭିଡ ୱାର୍ଣ୍ଣର 112 ବଲରେ 128 ରନର ଧୂଆଁଧାର ପାଳି ଖେଳି ଭାରତୀୟ ବୋଲରଙ୍କୁ ନାକେଦମ କରି ଦେଇଥିଲେ ।

ତେବେ ଅଷ୍ଟ୍ରେଲିଆର ଉଭୟ ଓପନରେ 256ରନର ପାଳି ଖେଳି ଅପରାଜିତ ରହି ରେକର୍ଡ ସୃଷ୍ଟି କରିଥିଲେ । ଭାରତ ବିପକ୍ଷରେ 50 ଓଭର ମ୍ୟାଚରେ ଓପନରଙ୍କ ଏହା ସର୍ବାଧିକ ରନ ଥିଲା । ତେବେ ହାତରେ ପ୍ରାୟ 13 ଓଭର ଥାଇ ମ୍ୟାଚ ଜିତି ନେଇଥିଲା ଅଷ୍ଟ୍ରେଲିଆ ।

ତେବେ ୱାର୍ଣ୍ଣରଙ୍କୁ ନେଇ ଫିଞ୍ଚ କହିଛନ୍ତି ଯେ, ସେ ଜଣେ ବିଚକ୍ଷଣ ଖେଳାଳି । ସେ ଥରେ ମଇଦାନରେ ଜମି ଗଲେ ଯେକୌଣସି ବୋଲର ପକ୍ଷେ ତାଙ୍କୁ ଆଉଟ କରିବା କଷ୍ଟସାଧ୍ୟ ହୋଇପଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.