ETV Bharat / sports

କ୍ରିକେଟ କ୍ରେଜ, କେଶରେ ବିଶ୍ବକପ କରିଲେ ଫ୍ୟାନ

କ୍ରିକେଟ ଫ୍ୟାନଙ୍କର ବଢୁଛି କ୍ରେଜ। କ୍ରିକେଟ ପାଇଁ ନିଜକୁ ଏମିତି ସଜାଉଛନ୍ତି ଯାହା ନଦେଖି ରହି ହେଉନି । କିଏ ମୁଣ୍ଡରେ ବିଶ୍ବକପର ଚିତ୍ର ଆଙ୍କି ତ୍ରୀରଙ୍ଗା କଲାଣି ତ ଆଉ କିଏ କେଶରେ ବନାଇଲାଣି ବିଶ୍ବକପ । ଏପରି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଜଣେ ମହିଳା ଫ୍ୟାନ ନିଜ କେଶକୁ ଦେଇଛନ୍ତି ବିଶ୍ବକପର ରୂପ ।

author img

By

Published : May 31, 2019, 1:22 PM IST

ଫଟୋ ସୌଜନ୍ୟ : ଟ୍ବିଟର@cricketworldcup

ନୂଆଦିଲ୍ଲୀ: ଗତକାଲି ଥିଲା ବିଶ୍ବକପର ଉଦଘାଟନୀ ମ୍ୟାଚ । ଏହାକୁ ନେଇ ଏକ୍ସସାଇଟେଡ ଅଛନ୍ତି କ୍ରିକେଟ ଲଭର । ଆଜିକା ଯୁବପୀଢିଙ୍କ ଭିତରେ କ୍ରିକେଟକୁ ନେଇ ଅଧିକ କ୍ରେଜ। କ୍ରିକେଟ ପାଇଁ ସେମାନେ କରୁଛନ୍ତି କିଛି ଏମିତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କିଏ ରଙ୍ଗତୂଳୀରେ ବିଶ୍ବକପର ଚିତ୍ର ଆଙ୍କିଲାଣି ତ ଆଉ କିଏ ବାଲୁକାଶିଳ୍ପରେ ।

କିନ୍ତୁ ଏବେ ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ଯାହା ଦେଖିଲେ ଆପଣଙ୍କୁ ଲାଗିବ କ୍ରିକେଟ ପ୍ରେମୀଙ୍କୁ ସତରେ ହୋଇଛି ବିଶ୍ବକପ ଫିବର । କିଛି କ୍ରିକେଟ ଫ୍ୟାନ ନିଜର କେଶକୁ ଦେଇଛନ୍ତି ବିଶ୍ବକପର ରୂପ । ହେୟାର ଷ୍ଟାଇଲିସଙ୍କ ଦ୍ବାରା କେଶରେ କରାଯାଇଛି ବିଶ୍ବକପ । କେଶକୁ ପ୍ରଥମେ ତିନି ଭାଗରେ ବିଭକ୍ତ କରି ବେଣୀ କରାଯାଇଥିଲା । ଏହାପରେ ବିଶ୍ବକପ ଭଳି କେଶର ଉପରି ଭାଗକୁ ବିଭିନ୍ନ ରଙ୍ଗରେ ସଜାଯାଇଛି ।

ନିକଟରେ ଆଫ୍ରିକାର ଜଣେ ଚାଷୀ ଘାସରେ ବିଶ୍ବକପ ବନାଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ସୋସିଆଲ ମିଡିଆରେ ତାଙ୍କର ଖୁବ ପ୍ରଚାର ହୋଇଥିଲା ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.