ETV Bharat / sports

ଆସେସ 4ର୍ଥ ଟେଷ୍ଟ: ରୁଟ-ରରିଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ - ପାଟ କମିନ୍ସ

ଅଷ୍ଟ୍ରେଲିଆର 497 ରନରେ ପାଳି ଘୋଷଣା ପରେ ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି । କ୍ୟାପଟେନ ଜୋ ରୁଟ ଓ ଯୁବ ଓପନର ରରି ବର୍ଣ୍ଣସ ଇଂଲଣ୍ଡ ପାଳିକୁ ସମ୍ଭାଳିଛନ୍ତି । ଉଭୟଙ୍କ ମଧ୍ୟରେ 100 ରନର ଭାଗିଦାରୀ ହୋଇଛି ।

ଫଟୋ ସୌଜନ୍ୟ: twitter@ICC
author img

By

Published : Sep 6, 2019, 9:43 PM IST

ମାଞ୍ଚେଷ୍ଟର: ଅଷ୍ଟ୍ରେଲିଆର 497 ରନରେ ପାଳି ଘୋଷଣା ପରେ ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି । ପ୍ରଥମ 2ଟି ୱିକେଟ ମାତ୍ର 25 ରନରେ ହରାଇ ସଂକଟରେ ପଡିଥିଲା ଘରୋଇ ଇଂଲଣ୍ଡ । ଅଷ୍ଟ୍ରେଲିଆର ପାଟ କମିନ୍ସ ଜୋ ଡେନଲିଙ୍କୁ ଦଳୀୟ ସ୍କୋର 10 ରନ ଥିବାବେଳେ ଆଉଟ କରିଥିଲେ । ଏହାପରେ ହେଜଲଉଡ, କ୍ରେଗ ଓଭରଟନଙ୍କୁ ଆଉଟ କରି ଦେଇଥିଲେ ।

Ashes
ଫଟୋ ସୌଜନ୍ୟ: twitter@ICC

ତେବେ ଏହାପରେ କ୍ୟାପଟେନ ଜୋ ରୁଟ ଓ ଯୁବ ଓପନର ରରି ବର୍ଣ୍ଣସ ଇଂଲଣ୍ଡ ପାଳିକୁ ସମ୍ଭାଳିଛନ୍ତି । ବର୍ଣ୍ଣସ ଅର୍ଧଶତକ ପୂରା କରିବା ସହ କଙ୍ଗାରୁ ବୋଲରଙ୍କ ଉଚିତ ମୁକାବିଲା ଜାରି ରଖିଛନ୍ତି । କ୍ୟାପଟେନ ରୁଟ ମଧ୍ୟ ବର୍ଣ୍ଣସଙ୍କୁ ଭରପୁର ସାଥ ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ 100 ରନର ଭାଗିଦାରୀ ହୋଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.