ETV Bharat / sports

‘2014’ କୋହଲିଙ୍କ କ୍ୟାରିୟରର ମାଇଲଷ୍ଟୋନ ବର୍ଷ

ବର୍ଷ 2014ରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଥିଲା । ଏହି ଗସ୍ତରେ ବିରାଟଙ୍କ ନୈରାଶଜନକ ପ୍ରଦର୍ଶନ ରହିଥିଲା । 5ଟି ଟେଷ୍ଟରେ 13.40 ହାରରେ ମାତ୍ର 134 କରିପାରିଥିଲେ । ଏଥିସହିତ ଦୁଇଥର ଶୂନରେ ଆଉଟ ମଧ୍ୟ ହୋଇଥିଲେ ।

author img

By

Published : Jul 25, 2020, 7:55 AM IST

2014 will be a milestone in my career: Virat Kohli
କୋହଲିଙ୍କ କ୍ୟାରିୟରର ମାଇଲଷ୍ଟୋନ ବର୍ଷ-2014

ହାଇଦ୍ରାବାଦ: କ୍ରିକେଟ କ୍ୟାରିୟରର ସବୁଠୁ ବିଫଳତମ ବର୍ଷକୁ ମାଇଲଷ୍ଟୋନ ବୋଲି କହିଛନ୍ତି ବିରାଟ କୋହଲି । ସମାନ ବର୍ଷ କୋହଲିଙ୍କୁ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ପଦ ମିଳିଥିଲା ।

ବର୍ଷ 2014ରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଥିଲା । ଏହି ଗସ୍ତରେ ବିରାଟଙ୍କ ନୈରାଶଜନକ ପ୍ରଦର୍ଶନ ରହିଥିଲା । 5ଟି ଟେଷ୍ଟରେ 13.40 ହାରରେ ମାତ୍ର 134 କରିପାରିଥିଲେ । ଏଥିସହିତ ଦୁଇଥର ଶୂନରେ ଆଉଟ ମଧ୍ୟ ହୋଇଥିଲେ ।

2014 will be a milestone in my career: Virat Kohli
କୋହଲିଙ୍କ କ୍ୟାରିୟରର ମାଇଲଷ୍ଟୋନ ବର୍ଷ-2014

ଅନ୍ୟତମ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସଦ୍ୟତମ ଅଧ୍ୟାୟ 'ଓପନ ନେଟସ ୱିଥ୍ ମୟଙ୍କ'ରେ ଏହି ଗସ୍ତକୁ କୋହଲି ସ୍ମରଣ କରିଛନ୍ତି । ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା । ଏହି ଗସ୍ତରେ ଖେଳିବାର ଅନ୍ଦାଜ ଓ ଶୈଳୀ ସବୁକିଛି ପରିବର୍ତ୍ତନ କରିଥିଲେ ବୋଲି କୋହଲି ଖୁସି ବ୍ୟକ୍ତ କରିଛନ୍ତି ।

2014 ପରଠାରୁ କୋହଲି ଟେଷ୍ଟ କ୍ରିକେଟରେ 5,714 ରନ ସଂଗ୍ରହ କରିଛନ୍ତି । ମୋଟ 108 ଇଂନିସରେ 52.90 ହାରରେ ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.