ETV Bharat / sports

ପ୍ରଥମ ଆସେସ ଟେଷ୍ଟ: ସ୍ମିଥ, ୱାଡେଙ୍କ ଶତକରେ ଅଷ୍ଟ୍ରେଲିଆ ପଲ୍ଲା ଭାରୀ - 25 ତମ ଶତକ

ପ୍ରଥମ ଆସେସ ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଇଂଲଣ୍ଡ, ବିଜୟ ପାଇଁ 385 ରନ ଆବଶ୍ୟକ କରୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Aug 5, 2019, 1:47 PM IST

ହାଇଦ୍ରାବାଦ: ପ୍ରଥମ ଆସେସ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 284 ରନ କରିଥିଲା । ଷ୍ଟିଭ ସ୍ମିଥ 144 ରନର ପାଳି ଖେଳିଥିଲେ । ଜବାବରେ ଓପନର ରରି ବର୍ଣ୍ଣସଙ୍କ 133 ରନ ବଳରେ ଇଂଲଣ୍ଡ 374 ରନ କରିଥିଲା ।

Australia dominate
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ତେବେ 2ୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ଓ ମାଥ୍ୟୁ ୱାଡେ ଶତକୀୟ ପାଳି ଖେଳିଛନ୍ତି । ସ୍ମିଥ 2ୟ ପାଳିରେ ସଂକଟରେ ପଡିଥିବା ଅଷ୍ଟ୍ରେଲିଆକୁ ରକ୍ଷା କରିବା ସହ କ୍ୟାରିୟରର 25ତମ ଶତକ ପୂରଣ କରିଥଲେ ।

Australia dominate
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ସ୍ମିଥଙ୍କ 142 ରନର ମୂଲ୍ୟବାନ ପାଳି ଓ ୱାଡେଙ୍କ 110 ରନର ଅଷ୍ଟ୍ରେଲିଆର ସ୍କୋରକୁ 400 ପାର କରାଇଥିଲେ । ପରେ 487/7 ରେ ଅଷ୍ଟ୍ରେଲିଆ ପାଳି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ସାମ୍ନାରେ 398ରନର ବିଜୟ ଲକ୍ଷ୍ୟ ରହିଛି । 13/0 ଇଂଲଣ୍ଡର 2ୟ ପାଳିରେ ସ୍କୋର ରହିଛି । ଶେଷ ଦିନରେ ଅଷ୍ଟ୍ରେଲିଆ ବିଜୟ ପାଇଁ ଇଂଲଣ୍ଡର 10 ୱିକେଟ ଦରକାର କରୁଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.