ETV Bharat / sports

କୋରୋନା ଟିକା ନେଲେ 1983 ବିଶ୍ବକପ ହିରୋ ମଦନ ଲାଲ୍‌ - କୋରୋନା ଟିକା

1983 ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟର ପ୍ରମୁଖ ସଦସ୍ୟ ମଦନ ଲାଲ୍‌ ମଙ୍ଗଳବାର କୋଭିଡ-19 ଟିକା ନେଇଛନ୍ତି ।

1983 World Cup hero Madan Lal gets first dose of COVID-19 vaccine
କୋରୋନା ଟିକା ନେଲେ 1983 ବିଶ୍ବକପ ହିରୋ ମଦନ ଲାଲ୍‌
author img

By

Published : Mar 2, 2021, 9:04 PM IST

ନୂଆଦିଲ୍ଲୀ: 1983 ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟର ପ୍ରମୁଖ ସଦସ୍ୟ ମଦନ ଲାଲ୍‌ ମଙ୍ଗଳବାର କୋଭିଡ-19 ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି ।

  • In the fight against Covid -19 .. im vaccine strong!!! "Proud to get the Jab ". Organized and well handled at Jeewan hospital and nursing home !!! pic.twitter.com/Ur70FSxOyh

    — Madan Lal (@MadanLal1983) March 2, 2021 " class="align-text-top noRightClick twitterSection" data=" ">

69 ବର୍ଷୀୟ ଲାଲ୍‌, ଜୀବନ ହସ୍ପିଟାଲ ଓ ନର୍ସିଂହୋମରେ ଟିକା ନେଇଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଟିକାନେବା ପରେ ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟିକାନେଇଥିବା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ମଦନ ଲାଲ୍‌ ।

ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଅହମ୍ମଦାବାଦରେ କୋଭିଡ-19 ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଟିକାକରଣର ସୋମବାର ଠାରୁ ଆରମ୍ଭ ହୋଇଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନ୍ୟ ବରିଷ୍ଠ ରାଜନେତା ଟିକା ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.