ETV Bharat / sports

ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଲେ ଚହର

author img

By

Published : Apr 22, 2021, 5:46 PM IST

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ 4ଟି ୱିକେଟ ଅକ୍ତିଆର କରିବା ପରେ ସିଏସକେ ବୋଲର ଦୀପକ ଚହର, ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

Chahar goes second in Purple Cap list
ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଲେ ଚହର

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଦ୍ରୁତ ବୋଲର ଦୀପକ ଚହର, ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ 4ଟି ୱିକେଟ ଅକ୍ତିଆର କରିବା ପରେ ତାଲିକାର ଦ୍ବିତୀୟକୁ ଉଠିଛନ୍ତି ଚହର ।

Chahar goes second in Purple Cap list
ଦୀପର ଚହର

ବୁଧବାର, ଖେଳାଯାଇଥିବା ମ୍ୟାଚରେ ଚହର କେକେଆର ବିପକ୍ଷରେ 29 ରନ୍‌ ବ୍ୟୟରେ 4ଟି ୱିକେଟ ହାତେଇଥିଲେ । ଏଥିସହ କେକେଆର ଶୀର୍ଷକ୍ରମ ବ୍ୟାଟିଂକୁ ଧ୍ବଂସ୍ତ କରିବା ସହ 221 ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କୋଲକାତାକୁ 31/5ରେ ପହଞ୍ଚାଇଥିଲେ ।

ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ଫାପ୍‌ ଡୁପ୍ଲେସିସ 164 ରନ୍‌ ସହ ଅରେଞ୍ଜ କ୍ୟାପ ତାଲିକାର ଶୀର୍ଷ 4କୁ ଉନ୍ନୀତ ହୋଇଛନ୍ତି । ଡୁପ୍ଲେ୍‌ସିସଙ୍କ ଆଭରେଜ 82.00 ରହିଛି, ଯାହାକି ଏଯାବତ 4ଟି ମ୍ୟାଚରେ କୌଣସି ଖେଳାଳିଙ୍କ ଠାରୁ ସର୍ବାଧିକ ।

ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାୱନ 231 ରନ୍‌ ସହ ଅରେଞ୍ଜ କ୍ୟାପ ନିଜ ପାଖରେ ରଖିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ରୁତ ବୋଲର ହର୍ଷଲ ପଟେଲ 3ଟି ମ୍ୟାଚରୁ 9 ୱିକେଟ ସହ ପର୍ପଲ କ୍ୟାପ ପାଖରେ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.