ହାଇଦ୍ରାବାଦ: ବ୍ୟାଟ୍ସମ୍ୟାନରୁ ବିଧାୟକ ବନିଲେ ଭାରତୀୟ କ୍ରିକେଟର ମନୋଜ ତିୱାରୀ । ପ୍ରତ୍ୟକ୍ଷ ରାଜନୀତିର ପ୍ରଥମ ପରୀକ୍ଷାରେ ପାସ୍ ହୋଇଛନ୍ତି ପୂର୍ବତନ ବେଙ୍ଗଲ କ୍ୟାପଟେନ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଟିକେଟରୁ ଶିବପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ମନୋଜ । ରାଜନୈତିକ ଡେବ୍ୟୁ ଇଂନିସରେ ଛକା ମାରିବା ସହ ଶିବପୁର ଆସନରୁ ନିକଟତମ ବିଜେପି ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ଠାରୁ 32,339 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ମନୋଜ ।
ବିଜୟ ପରେ ଟ୍ବିଟ ଯୋଗେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଜୟ ଶିବପୁରର ପ୍ରତ୍ୟେକ ନାଗରିକଙ୍କର ବୋଲି କହିଛନ୍ତି ମନୋଜ । ମାତ୍ର ଏହା ଉତ୍ସବ ମନାଇବାର ଉପଯୁକ୍ତ ସମୟ ନୁହେଁ, କୋଭିଡ ମହାମାରୀ ଉପରେ ବେଙ୍ଗଲର ବିଜୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିସହ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ଶିବପୁର ଆସନରେ ତୃଣମୂଳ କଂଗ୍ରେସକୁ 41 574 ଭୋଟ, ବିଜେପି ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କୁ 29029 ଭୋଟ ଓ AIFB ପ୍ରାର୍ଥୀ ଜଗନ୍ନାଥ ଭଟ୍ଟାଚାର୍ଯ୍ୟଙ୍କୁ 10,978ଖଣ୍ଡ ଭୋଟ୍ ମିଳିଛି ।
-
This victory belongs to every citizen of Shibpur, this victory belongs to all who supported me & also who didn't. Congratulations to all of you!
— MANOJ TIWARY (@tiwarymanoj) May 2, 2021 " class="align-text-top noRightClick twitterSection" data="
But it's not the right time to celebrate. We will wait till our Bengal wins the battle over Covid-19. Stay safe, Joy Bangla! pic.twitter.com/1ks7K8CMxj
">This victory belongs to every citizen of Shibpur, this victory belongs to all who supported me & also who didn't. Congratulations to all of you!
— MANOJ TIWARY (@tiwarymanoj) May 2, 2021
But it's not the right time to celebrate. We will wait till our Bengal wins the battle over Covid-19. Stay safe, Joy Bangla! pic.twitter.com/1ks7K8CMxjThis victory belongs to every citizen of Shibpur, this victory belongs to all who supported me & also who didn't. Congratulations to all of you!
— MANOJ TIWARY (@tiwarymanoj) May 2, 2021
But it's not the right time to celebrate. We will wait till our Bengal wins the battle over Covid-19. Stay safe, Joy Bangla! pic.twitter.com/1ks7K8CMxj
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ