ETV Bharat / sports

ବିରାଟଙ୍କ ଏହି ବିରଳ ରେକର୍ଡ ଭାଙ୍ଗିପାରନ୍ତି ବାବର

author img

By

Published : Apr 20, 2021, 11:02 PM IST

ଟି20ରେ 2000 ରନ ସଂଗ୍ରହ କରିବାରେ ଦ୍ରୁତତମ ଓ ବିଶ୍ବରେ ଏକାଦଶ ଖେଳାଳି ହେବାକୁ ଯାଉଛନ୍ତି ପାକିସ୍ତାନୀ କ୍ରିକେଟର ବାବାର ଆଜମ । ଅଧିକ ପଢନ୍ତୁ...

Babar sets sight on Kohli's fastest 2,000 T20I runs record
ବିରାଟଙ୍କ ଏହି ବିରଳ ରେକର୍ଡ ଭାଙ୍ଗିପାରନ୍ତି ବାବର

ହରାରେ: ପାକିସ୍ତାନ କ୍ୟାପଟେନ ବାବାର ଆଜମ ଏକ ବିରଳ ରେକର୍ଡର ନିକଟତର ହୋଇଛନ୍ତି । ଟି20ରେ 2000 ରନ ସଂଗ୍ରହ କରିବାରେ ଦ୍ରୁତତମ ଓ ବିଶ୍ବରେ ଏକାଦଶ ଖେଳାଳି ହେବାକୁ ଯାଉଛନ୍ତି । ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି20 ସିରିଜରେ ଏହି ରେକର୍ଡର ଅଧିକାରୀ ହୋଇପାରନ୍ତି ପାକିସ୍ତାନୀ କ୍ରିକେଟର ।

ଆଜମ ବର୍ତ୍ତମାନ ଆଇସିସି ଦିନିକିଆ ମାନ୍ୟତାରେ ନଂ1 ଖେଳାଳି ରହିଛନ୍ତି । ତେବେ ଟି20 କ୍ରିକେଟରେ ଦ୍ରୁତତମ 2000 ରନ ହାସଲ କରିବାରେ ଆଜମ, ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ 60 ରନର ପଛରେ ରହିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି 56 ଇଂନିସରେ ଏହି ମାଇଲଷ୍ଟୋନ ଅତିକ୍ରମ କରିଥିଲେ । ଅନ୍ୟପଟେ ଆଜମ 48.50 ହାରରେ 49ଟି ଇଂନିସରୁ 1940 ରନ୍‌ ସଂଗ୍ରହ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.