ହାଇଦ୍ରାବାଦ: ତାମିଲ ଅଭିନେତା ବିବେକଙ୍କ ଦେହାନ୍ତରେ ମ୍ରିୟମାଣ ସିନେଜଗତ । ଲୋକପ୍ରିୟ ଅଭିନେତାଙ୍କ ବିୟୋଗରେ ଦେଶର ଅଗଣିତ ସେନେପ୍ରେମୀଙ୍କ ସହ ସବୁ ମହଲରେ ଖେଳିଯାଇଛି ଶୋକର ଛାୟା । ଭାରତୀୟ କ୍ରୀଡାଜଗତ ମଧ୍ୟ ଏଥିରୁ ବାଦ୍ ପଡିନି । ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅଲରାଉଣ୍ଡର ୱାସିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଟି ନଟରାଜନ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଶନିବାର ଚେନ୍ନାଇର SIMS ହସ୍ପିଟାଲରେ ବିବେକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ହୋଇଥିଲା ।
ଅଶ୍ବିନ ଟ୍ବିଟରେ ଲେଖିଛନ୍ତି, "ଅଭିନେତା ବିବେକଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖି ।" ଫ୍ୟାନ୍ସ ଓ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ଅଶ୍ବିନ ଏହା ବିଶ୍ବାସ କରିବା କଷ୍ଟ ବୋଲି ଲେଖିଛନ୍ତି ।
ସେହିପରି ନଟରାଜନ, ସୁନ୍ଦର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
-
My heartfelt condolences to the family and fans of #ActorVivek !! I can’t believe you are no more😢😢#ripvivek
— Follow safety protocols! Take your vaccine🇮🇳 (@ashwinravi99) April 17, 2021 " class="align-text-top noRightClick twitterSection" data="
">My heartfelt condolences to the family and fans of #ActorVivek !! I can’t believe you are no more😢😢#ripvivek
— Follow safety protocols! Take your vaccine🇮🇳 (@ashwinravi99) April 17, 2021My heartfelt condolences to the family and fans of #ActorVivek !! I can’t believe you are no more😢😢#ripvivek
— Follow safety protocols! Take your vaccine🇮🇳 (@ashwinravi99) April 17, 2021
ସୂଚନା ଅନୁଯାୟୀ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ବିବେକ ଶୁକ୍ରବାର ହୃଦଘାତର ଶିକାର ହୋଇଥିଲେ । ପରେ ତାଙ୍କୁ SIMS ହସ୍ପିଟାଲର କେୟାର ୟୁନିଟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
-
Rest in peace vivek sir !!💔 We miss u !!#RIPVivekSir pic.twitter.com/Ilc0z04RFa
— Natarajan (@Natarajan_91) April 17, 2021 " class="align-text-top noRightClick twitterSection" data="
">Rest in peace vivek sir !!💔 We miss u !!#RIPVivekSir pic.twitter.com/Ilc0z04RFa
— Natarajan (@Natarajan_91) April 17, 2021Rest in peace vivek sir !!💔 We miss u !!#RIPVivekSir pic.twitter.com/Ilc0z04RFa
— Natarajan (@Natarajan_91) April 17, 2021
ଲୋକପ୍ରିୟ ହାସଅଭିନେତା ବିବେକ ଜଣେ ପରିବେଶବିତ ମଧ୍ୟ ଥିଲେ । ସଂପୂର୍ଣ୍ଣ ତାମିଲନାଡୁରେ ଅଗଣିତ ଗଛ ଲଗାଇବାର କାର୍ଯ୍ୟକ୍ରମ କରିଛନ୍ତି । ଏହି ସମାଜଉପଯୋଗୀ ଗ୍ରୀନ ମୋମେଣ୍ଟରେ ସେ ବେଶ୍ ସଫଳ ମଧ୍ୟ ହୋଇଥିଲେ । ଏହା କରିବାକୁ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପରାମର୍ଶ ଦେଇଥିଲେ ।
-
Shocked beyond words to hear the passing away of @Actor_Vivek. You were an epitome of energy who made us all laugh so much and made our childhood so memorable. Your greatness will live through your trees you planted. My prayers and strength to your family. #RIPVivekSir
— Washington Sundar (@Sundarwashi5) April 17, 2021 " class="align-text-top noRightClick twitterSection" data="
">Shocked beyond words to hear the passing away of @Actor_Vivek. You were an epitome of energy who made us all laugh so much and made our childhood so memorable. Your greatness will live through your trees you planted. My prayers and strength to your family. #RIPVivekSir
— Washington Sundar (@Sundarwashi5) April 17, 2021Shocked beyond words to hear the passing away of @Actor_Vivek. You were an epitome of energy who made us all laugh so much and made our childhood so memorable. Your greatness will live through your trees you planted. My prayers and strength to your family. #RIPVivekSir
— Washington Sundar (@Sundarwashi5) April 17, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ