ETV Bharat / sports

ନାଥନ ଲାୟନ ଦକ୍ଷ ବୋଲର ମାତ୍ର ଅଶ୍ବିନ ଶ୍ରେଷ୍ଠ: ଚାପେଲ

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲଙ୍କ ମତରେ ନାଥନ ଲାୟନଙ୍କ ତୁଳନାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଶ୍ରେଷ୍ଠ । ଅଧିକ ପଢନ୍ତୁ...

author img

By

Published : Jun 6, 2021, 10:25 PM IST

Ashwin is better bowler than Nathan Lyon says Ian Chappell
ନାଥନ ଲାୟନ ଦକ୍ଷ ବୋଲର ମାତ୍ର ଅଶ୍ବିନ ଶ୍ରେଷ୍ଠ: ଚାପେଲ

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲଙ୍କ ମତରେ ନାଥନ ଲାୟନଙ୍କ ତୁଳନାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ଶ୍ରେଷ୍ଠ ।

ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ନାଥନଙ୍କ ଅପେକ୍ଷା ଅଶ୍ବିନ ଅଧିକ ପ୍ରଭାବଶାଳୀ ।

ଅଶ୍ବିନ ଏଯାବତ 78ଟି ଟେଷ୍ଟରୁ 24.69 ଆଭରେଜରେ 409 ୱିକେଟ ହାସଲ କରିଛନ୍ତି । 30 ଥର 5 ୱିକେଟ ଓ 7ଥର 10 ୱିକେଟ ଅକ୍ତିଆର କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ସେ ଭାରତର ଚତୁର୍ଥ ସର୍ବାଧିକ ୱିକେଟ ହାସଲକାରୀ ଖେଳାଳି ରହିଛନ୍ତି ।

ନାଥନ ଲାୟନ ଜଣେ ଦକ୍ଷ ବୋଲର ମାତ୍ର ଅଶ୍ବିନଙ୍କ ତୁଳନାତ୍ମକ ଭାବେ ଅଧିକ ପ୍ରଭାବୀ ଓ ଶ୍ରେଷ୍ଠ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଚାପେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.