ETV Bharat / sports

ଚାପେଲଙ୍କ ଶ୍ରେଷ୍ଠ 5 ବୋଲରଙ୍କ ମଧ୍ୟରେ 3 ଭାରତୀୟ

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ ଚୟନ କରିଥିବା ଶ୍ରେଷ୍ଠ 5ଜଣ ବୋଲରଙ୍କ ମଧ୍ୟରେ ରହିଛନ୍ତି 3 ଭାରତୀୟ ବୋଲର । ଅଧିକ ପଢନ୍ତୁ...

author img

By

Published : Jun 6, 2021, 8:02 PM IST

Updated : Jun 6, 2021, 8:34 PM IST

Among Ian Chappell's 5 best bowlers, 3 Indians, Cummins No.1
ଚାପେଲଙ୍କ ଶ୍ରେଷ୍ଠ 5 ବୋଲରଙ୍କ ମଧ୍ୟରେ 3 ଭାରତୀୟ

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ ଶ୍ରେଷ୍ଠ 5ଜଣ ବୋଲର ଚୟନ କରିଛନ୍ତି । ଏହି ତାଲିକାରେ 3ଜଣ ଭାରତୀୟ ବୋଲର ସ୍ଥାନ ପାଇଛନ୍ତି । ଚାପେଲ ଚୟନ କରିଥିବା 5ଜଣ ଶ୍ରେଷ୍ଠ ବୋଲର ହେଉଛନ୍ତି, ପାଟ କମିନ୍ସ, କାଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ।

ଅଷ୍ଟ୍ରେଲୀୟ ସ୍ପିଡଷ୍ଟାର ପାଟ କମିନ୍ସଙ୍କୁ ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟରର ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜ୍ରେକରଙ୍କ ସହ ଚାପେଲ ଚୟନ କରିଛନ୍ତି ।

ଅଷ୍ଟ୍ରେଲିଆ ପାଇଁ ଚାପେଲ 75ଟି ଟେଷ୍ଟରୁ 5,345 ରନ ସଂଗ୍ରହ କରିଛନ୍ତି ।

ଅନ୍ୟପଟେ ମଞ୍ଜ୍ରେକର ଚୟନ କରିଥିବା 5ଜଣ ବୋଲରଙ୍କ ମଧ୍ୟରେ ରହିଛନ୍ତି, ଇଂଲଣ୍ଡ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ, ଜସ ହେଜେଲଉଡ, ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ପାଟ କମିନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.