ETV Bharat / sports

BCCIର ଜେନେରାଲ୍ ମ୍ୟାନେଜର ହେଲେ ଆବି କୁରୁଭିଲା

author img

By

Published : Mar 3, 2022, 1:43 PM IST

ପେସ କ୍ରିକେଟର BCCIର ଜେନେରାଲ୍ ମ୍ୟାନେଜର ନୂଆ ଜେନେରାଲ୍ ମ୍ୟାନେଜର ହେଲେ ଭାରତର ପୂର୍ବତନ ପେସ କ୍ରିକେଟର ଆବି କୁରୁଭିଲା । ଅଧିକ ପଢନ୍ତୁ

BCCIର ଜେନେରାଲ୍ ମ୍ୟାନେଜର ହେଲେ ପୂର୍ବତନ ପେସ କ୍ରିକେଟର ଆବି କୁରୁଭିଲା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ କ୍ରିକେଟର ଆବି କୁରୁଭିଲା ହେଲେ BCCIର ଜେନେରାଲ୍ ମ୍ୟାନେଜର । ଏନେଇ BCCI ପକ୍ଷରୁ ସୂଚନା ଦିଆଯାଇଛି । ଖୁବଶୀଘ୍ର ସେ ଦାୟିତ୍ବ ଗ୍ରହଣ କରିବେ । ଏହା ପୂର୍ବରୁ କୁରୁଭିଲା ଜାତୀୟ ଚୟନ କମିଟି ସଦସ୍ୟ ଥିଲେ।

କାର୍ଯ୍ୟକାଳ ଶେଷ ହେବା ପରେ ବର୍ତ୍ତମାନ ବିସିସିଆଇ ଜେନେରାଲ୍ ମ୍ୟାନେଜର ଭାବରେ ଦାୟିତ୍ବ ଗ୍ରହଣ କରିବେ । କିଛି ମାସ ପୂର୍ବରୁ ଧୀରଜ ମଲହୋତ୍ରା ପଦ ଛାଡିବା ପରେ ଏହି ପଦବି ଖାଲି ରହିଥିଲା । ୫୩ ବର୍ଷିୟ କୁରୁଭିଲା ଭାରତ ପାଇଁ 10ଟି ଟେଷ୍ଟ ଖେଳିଛନ୍ତି । ବୁଧବାର ଦିନ ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଆବି କୁରୁଭିଲାଙ୍ଗ ନାମ ଅନୁମୋଦନ କରାଯାଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.